ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଏକାଡେମିକ୍ ମିଟ

ଭୁବନେଶ୍ୱର, ୧୦/୦୯ : ପୂର୍ବରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦକ୍ଷିଣ ଓଡ଼ିଶାର ରୋଗୀଙ୍କୁ ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀଠାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର…

ଜିଲ୍ଲା ବିଜେପି ସଭାପତି ଦୌଡ ରେ ଗୁଣୁପୁର ରୁ ପ୍ରମୋଦ କୁମାର ସାହୁ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଦୌଡ଼ ରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଙ୍କୁ ନେଇ ଦ୍ୱନ୍ଦ୍ୱ ରେ ରାୟଗଡା ଜିଲ୍ଲା ର ଚାରି ପ୍ରମୁଖ ପ୍ରତିଦ୍ୱନ୍ଦୀ ।ବର୍ତ୍ତମାନ ର ଜିଲ୍ଲା ସଭାପତି ଶିବ ପଟନାୟକ ମଧ୍ୟ ରେସ ରେ…

ଏ. ବି. ସି. ଡି ର ନୂଆଖାଇ ଭେଟଘାଟ ଅନୁଷ୍ଠିତ।

ପଦ୍ମପୁର :- ଜିଇଁ ଜାଗି ଥିଲେ ବର୍ଷେ.... ଆର ଥର ମାନ୍ମା ହର୍ସେ... ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ର ସ୍ଵେଛାସେବୀ ଅନୁଷ୍ଠାନ ଏ.ବି.ସି.ଡି. (ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ )ତରଫରୁ ନୁଆଁଖାଇ ଭେଟଘାଟ ସ୍ଥାନୀୟ ରାଜବୋଡା ସମ୍ବର୍…

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟା

ରାକେଶ ଚୌରାସିଆଙ୍କ ବଂଶୀ ଓ ଓଜସ ଅଧିୟାଙ୍କ ତବଲା ବାଦନର ଯୁଗଳବନ୍ଦୀରେ ଦର୍ଶକ ମନ୍ତ୍ରମୁଗ୍ଧ ଭୁବନେଶ୍ୱର (୯.୯.୨୦୨୪): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ…

ବିଶାଖାପାଟଣା ଡି ଆର୍ ଏମ୍ ଙ୍କ ଅମୃତ ଭାରତ ଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ

ପାରଳାଖେମଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନ ର ନବୀକରଣ ତଥା ନୂତନ କୋଠା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏହି ନୂତନ ରେଳଷ୍ଟେସନ କୋଠାର ନିର୍ମାଣ କାର୍ଯ୍ୟ ତଦାରଖ ଓ ଅନୁଧ୍ୟାନ କରିବା ପାଇଁ ଆଜି (ସୋମବାର)…

ବିଧାୟକ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଅନେକ କାର୍ଯ୍ୟକର୍ତ୍ତା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}:  ଭଞ୍ଜନଗରର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଶୁଭ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ଭଞ୍ଜନଗର ବାସଭବନ କୁ ନେତା, ରାଜନେତା, କର୍ମୀ, କାର୍ଯ୍ୟକର୍ତ୍ତା ଙ୍କ ଠୁ ଆରମ୍ଭ କରି ଯନ୍ତ୍ରୀ ଓ ସାମ୍ବାଦିକ ଙ୍କ ସୁଅ ଛୁଟିଥିଲା ଆଜି…

ଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ଅଙ୍ଗି ନଦୀ ତୁଠରେ ଭୂମି ପୂଜନ କରାଯାଇଛି। ଆଗାମୀ ଅକ୍ଟୋବର ମାସ ୧୬ ତାରିଖରେ ହେବାକୁ ଥିବା ଗଜ ଲକ୍ଷ୍ମୀ ପୂଜା ନିମନ୍ତେ ଲକ୍ଷ୍ମୀ ପୂଜା କମିଟି ତରଫରୁ କନ୍ୟାଶ୍ରମ…

ବର୍ଷା ଜଳରେ ଇନ୍ଦ୍ରାବତୀ ରାସ୍ତା, ଖାତିଗୁଡା ବସ ଷ୍ଟାଣ୍ଡ ବେହାଲ୍।

ନବରଙ୍ଗପୁର, ୯/୯/, ଅଶୋକ ସାହୁ, ଶାସକ ପ୍ରଶାସକ: ୮ ତାରିଖ ରାତି ଘଣ୍ଟାଏ ବର୍ଷରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ବଜାର ରାସ୍ତା ଓ ଖାତିଗୁଡା ବସ ଷ୍ଟାଣ୍ଡ ସାହି ଜଳମଗ୍ନ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହୋଇ ବେହାଲ୍ ହୋଇଥିବା ଦେଖିବାକୁ ମିଳିଛି ।ବର୍ଷା ହେଲେ ଜଳ…

ଗୁଣପୁର ଉପ କାରାଗାରରେ ସତ୍ ସଙ୍ଗ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଗୁଣପୁର ଶାଖା ତରଫରୁ ସ୍ଥାନୀୟ ଉପକାରାଗାରର ଜେଲ ଅଧୀକ୍ଷକ ଶ୍ରୀ ହନୁ ସେଠୀଙ୍କ ତତ୍ତ୍ଵାବଧାନରେ ଏଦୀମାନଙ୍କୁ ନେଇଁ ସତ୍ ସଙ୍ଗର ଆୟୋଜନ କରାଯାଇଥିଲା। ପ୍ରଥମେ ଓଁକାର ଧ୍ୱନି ପରେ ପରେ…

ପୂଜା ପେଣ୍ଡାଲରୁ ମେଢ, ପିତ୍ତଳ ପୂଜା ସାମଗ୍ରୀ,ଟଙ୍କା ଚୋରୀ ଅଭିଯୋଗ, ଥାନାରେ ଏତଲା ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ନେଇ କାଣ୍ଡ ଘଟାଇବାକୁ ଅସାମାଜିକ ବ୍ୟକ୍ତିମାନେ ତତ୍ପର ହେଲେଣି ।ଆଜି ଏପରି ଏକ ଘଟଣା ବେଲଗୁଣ୍ଠାରେ ଚାଲିଥିବା ଗଣେଶ ପୂଜା ମହାସମାରୋହରେ ଚାଲିଥିବା ବେଳେ ଗୋଟିଏ ପୂଜା ପେଣ୍ଡାଲରୁ ଗଣେଶଙ୍କ ମୃଣ୍ମୟୀ…