ଓଡ଼ିଶାରେ ଚାଲିବ ୩ ଟି ନୂତନ ବନ୍ଦେ ଭାରତ ଟ୍ରେନ

ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଭୁବନେଶ୍ୱର: ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଶ୍ରୀ…

ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ ।

ପଦ୍ମପୁର:- ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ କୁମାରୀ ଅରୁଗୁଲା ସ୍ନେହା (ଭା.ପ୍ର.ସେ) ଯୋଗଦାନ କରିଛନ୍ତି । ପୂର୍ବ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ୨୦୨୨ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ…

ସୁଭଦ୍ରା ନେଇ ସରକାର ଦେଲେ ସଫେଇ : କହିଲେ ” ଆମେ ଦେଇଚୁ, ଆଉ କେହି ଦେବା ଦରକାର ନାହିଁ “

ମହିଳା ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ କେନ୍ଦ୍ରକୁ ପ୍ରତି ଫର୍ମର ଉପଲୋଡ଼ିଂ ପାଇଁ ୧୫ ଟଙ୍କା ପ୍ରଦାନ କରାଯାଉଛି । ସୁଭଦ୍ରା ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଆଜି ସୁଦ୍ଧା ପନ୍ଦର ଲକ୍ଷରୁ ଅଧିକ କଲେଣି ଫର୍ମ ପଞ୍ଜିକରଣ…

ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ବିଜେଡିର ଲଢ଼େଇ ଜାରି ରହିବ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜୁ ଜନତା ଦଳର ପୋଲାଭରମ ଟିମ https://youtu.be/VhyK6XOEcvY ପ୍ରକଳ୍ପକୁ ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ ଭୁବନେଶ୍ଷର ତା ୧୦/୦୯/୨୦୨୪ ରିଖ: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ…

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତ ରେ ମୁଖ୍ୟମନ୍ତ୍ରୀ ଙ୍କ…

ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

ସାଉଦି ଆରବରେ ଫସିଛନ୍ତି ୬ ଓଡିଆଙ୍କ ସମେତ ୮ ଜଣ;ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର, ୧୦|୦୯ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ…

ସମ୍ବଲପୁର ରେଳ ଷ୍ଟେସନ ଠାରେ ପ୍ରମୁଖ ୟାର୍ଡ଼ ପ୍ରାଙ୍ଗଣ ପୁନଃନିର୍ମାଣ କାର୍ଯ୍ୟ |

• ନିର୍ମାଣ ହେବାକୁ ଥିବା ନୂତନ ପ୍ଲାଟଫର୍ମ | • ଟ୍ରେନ୍ ଗୁଡ଼ିକୁ ସୁଗମ କରିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ରେଳ ଧାରଣା ଯୋଗ କରାଯିବ | • ଟ୍ରେନ୍ ଗୁଡିକ ବର୍ତ୍ତମାନ ସମ୍ବଲପୁରକୁ ସହଜରେ ଆସିପାରିବ ଏବଂ ନିକଟସ୍ଥ ଷ୍ଟେସନରେ ଅଟକ ରହିବ ନାହିଁ | • ସାଢେ ଚାରିମାସ (139 ଦିନ)…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନର ଏକାଡେମିକ୍ ମିଟ

ଭୁବନେଶ୍ୱର, ୧୦/୦୯ : ପୂର୍ବରୁ ଉନ୍ନତ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦକ୍ଷିଣ ଓଡ଼ିଶାର ରୋଗୀଙ୍କୁ ବିଶାଖାପାଟଣା କିମ୍ବା ଭୁବନେଶ୍ୱର ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀଠାରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର…

ଜିଲ୍ଲା ବିଜେପି ସଭାପତି ଦୌଡ ରେ ଗୁଣୁପୁର ରୁ ପ୍ରମୋଦ କୁମାର ସାହୁ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଦୌଡ଼ ରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ ଙ୍କୁ ନେଇ ଦ୍ୱନ୍ଦ୍ୱ ରେ ରାୟଗଡା ଜିଲ୍ଲା ର ଚାରି ପ୍ରମୁଖ ପ୍ରତିଦ୍ୱନ୍ଦୀ ।ବର୍ତ୍ତମାନ ର ଜିଲ୍ଲା ସଭାପତି ଶିବ ପଟନାୟକ ମଧ୍ୟ ରେସ ରେ…

ଏ. ବି. ସି. ଡି ର ନୂଆଖାଇ ଭେଟଘାଟ ଅନୁଷ୍ଠିତ।

ପଦ୍ମପୁର :- ଜିଇଁ ଜାଗି ଥିଲେ ବର୍ଷେ.... ଆର ଥର ମାନ୍ମା ହର୍ସେ... ପଶ୍ଚିମ ଓଡିଶା ର ଗଣପର୍ବ ନୂଆଖାଇ ଅବସରରେ ପଦ୍ମପୁର ର ସ୍ଵେଛାସେବୀ ଅନୁଷ୍ଠାନ ଏ.ବି.ସି.ଡି. (ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ )ତରଫରୁ ନୁଆଁଖାଇ ଭେଟଘାଟ ସ୍ଥାନୀୟ ରାଜବୋଡା ସମ୍ବର୍…