ପୁସ୍ତପୁର ରେ ଗଜାନନ ଉତ୍ସବ ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମଜେନା)ଖଲ୍ଲିକୋଟ:୧୫/୯ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ପୁସ୍ତପୁର ଗ୍ରାମ ରେ ତା ୭-୯-୨୪ ଠାରୁ ଗଣେଶ ପୂଜା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଛି ଏବଂ ଗଜାନନ ଉତ୍ସବ ଆସନ୍ତା ତା ୧୮-୯-୨୪ ରିଖରେ ସମାହିତ ହେବ ଓ ଠାକୁରଙ୍କ ବିସର୍ଜନ ହେବ ବୋଲି ଜଣାପଡିଛି ।…

ଡାବୁଗାଁ ରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୫/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ଆସୁଛନ୍ତି ମୋଦୀ: ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇବା ନିରନ୍ତର ପ୍ରକ୍ରିୟା

ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ଯାଇନାହିଁ, ସେମାନଙ୍କ ଆବେଦନ ଫର୍ମ ବିଚାରାଧୀନ ଅଛି । କୌଣସି ଫୋନ୍‌ କଲ୍‌/ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ ଭୁବନେଶ୍ୱର, ୧୬/୦୯/୨୦୨୪:ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି…

ରାଜ୍ୟସାରା ୧୦ଲକ୍ଷ ବୃକ୍ଷରୋପଣ କରିବ କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ

ସେବା ପକ୍ଷରେ “ମା’ ପାଇଁ ଗଛଟିଏ” ଅଭିଯାନ ଉପରେ ଗୁରୁତ୍ୱାରୋପ  ୧୭ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାସ୍ତର ଏବଂ ୨୧ରୁ ୨୫ ବିଧାନସଭା କ୍ଷେତ୍ର ଓ ୨୫ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ମଣ୍ଡଳ ଓ ଶକ୍ତିକେନ୍ଦ୍ରସ୍ତରରେ ବୃକ୍ଷରୋପଣ କରିବାକୁ ନିଷ୍ପତି  ସୁପରିଚାଳନା ପାଇଁ…

ବ୍ରହ୍ମପୁର-ଟାଟାନଗର ଭାୟା କେନ୍ଦୁଝର ସହିତ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଝାଡଖଣ୍ଡରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବା ସହିତ ବିଭିନ୍ନ ରେଳ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି |…

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ରେ ଜାତୀୟ ଇଂଜିନିୟର ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପରିସରରେ କୋରାପୁଟସ୍ଥିତ ସୁନାବେଡ଼ା ହାଲର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜନିୟରିଂ ଇଣ୍ଡିଆ ସୋସାଇଟି ଆନୁକୁଲ୍ୟରେ ଜାତୀୟ ଇଂଜିନିୟର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁନାବେଡ଼ାସ୍ଥିତ…

ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱରରେ ଆରମ୍ଭ ହେଲା ବୋନ୍‌ କ୍ୟାନସର ଚିକିତ୍ସା ।

ପରାମର୍ଶ ଦେବେ ଦେଶର ଅଭିଜ୍ଞ ଅର୍ଥ୍ରୋପେଡିକ୍ ଅଙ୍କୋଲଜିଷ୍ଟ୍ ଡାକ୍ତର ଶ୍ରୀମନ୍ଥ ବି.ଏସ୍‌. । ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଇଁ ଖୁସୀ ଖବର, ବୋନ୍ କ୍ୟାନସର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ରାଜ୍ୟ ବାହାରକୁ । ରାଜଧାନୀ ଖଣ୍ଡଗିରି ନିକଟରେ ଥିବା ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର…

“ସୁଭଦ୍ରା ଯୋଜନା” ର ପଦଯାତ୍ରା ଅନୁଷ୍ଠିତ

ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୧ ଗୋଟି ୱାର୍ଡ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନାରୀ ସଶକ୍ତିକରଣ ଯୋଜନା "ସୁଭଦ୍ରା ଯୋଜନା" ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ସୁଭଦ୍ରା…

ରାଜବୋଡାସମ୍ବର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜବୋଡାସମ୍ବର ବ୍ଲକର ବ୍ଲକ ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ରାଜବୋଡା ସମ୍ବର…

ଦଣ୍ଡଯାତ୍ରା ମହାସଂଘର ବୈଠକ ; ଅଭିନେତ୍ରୀଙ୍କ ପାଇଁ ପାଉଣା ଧାର୍ଯ୍ୟ , ଅଶ୍ଳୀଳ ନୃତ୍ୟକୁ ନା !

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ଆଉ ମାତ୍ର ପାଖାପାଖି ଛଅ ମାସ ବାକି ରହିଥିବା ବେଳେ ବର୍ତ୍ତମାନ ଠାରୁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ବୈଠକ ବେଲଗୁଣ୍ଠା ଦଣ୍ଡ ଯାତ୍ରା ସଙ୍ଘ ଆନୁକୂଲ୍ୟରେ ଆଜି ବେଲଗୁଣ୍ଠା ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ…