ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳ ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,17 ସେପ୍ଟେମ୍ୱର 2024: ରବିବାର ଦିନ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ…

ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡିଶାର ଜନ ସାଧାରଣ ଏବଂ ସମସ୍ତ ମା’ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଓ ପୁରା ଓଡିଶା ସରକାରଙ୍କ ଉଚ୍ଚ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ…

ବାବା ରାମେଶ୍ଵର ଙ୍କ ଆରତୀ : ବଢୁଛି ଶ୍ରଦ୍ଧାଳୁଙ୍କୁ ଭିଡ।

https://youtu.be/NnjMCJX3k44 ପଦ୍ମପୁର :- ସ୍ଥାନୀୟ ବଡବନ୍ଧ ସ୍ଥିତ ରାମେଶ୍ଵର ବାବା ଙ୍କ ମନ୍ଦିର ରେ ଦିନ କୁ ଦିନ ବଢୁଛି ଶ୍ରଦ୍ଧାଳୁ ଙ୍କ ଭିଡ। ପ୍ରତି ସୋମବାର ସନ୍ଧ୍ୟାରେ ବାବା ରାମେଶ୍ଵର ଦର୍ଶନ ଦିଅନ୍ତି ନୂଆଁ ନୂଆଁ ରୂପରେ। କେବେ ଜଗନ୍ନାଥ ତ କେବେ ଦୂର୍ଗା ତ କେବେ କାଳୀ, କେବେ…

ପଦ୍ମପୁର ରେ ମହମ୍ମଦ ଜୟନ୍ତୀ ପାଳିତ: ରକ୍ତଦାନ ଶିବିର ରୁ ୨୩ ୟୁନିଟ୍ ରକ୍ତ ସଂଗୃହୀତ

https://youtu.be/rNRyUQm5zoQ ପଦ୍ମପୁର :-ମୁସଲମାନ ଧର୍ମର ପ୍ରତିଷ୍ଠାତା ହଜରତ ମହମ୍ମଦ ସାହବଙ୍କ ଜନ୍ମଦିନ ଇଦ୍-ଇ-ମିଲାଦ-ଅନ୍-ନବିର ପର୍ବ ପଦ୍ମପୁର ରେ ରେ ମହାସମାରୋହରେ ପାଳିତ ହୋଇଯାଇଛି ।ମୁସଲିମ ସମ୍ପ୍ରଦାୟ ପାଇଁ ଇଦ୍-ଇ-ମିଲାଦ-ଉନ-ନବିର ପର୍ବ ବିଶେଷ ମହତ୍ତ୍ୱ ରଖେ, କାରଣ ଉକ୍ତ…

ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର

ଭୁବନେଶ୍ୱର, ୧୬/୦୯ : ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି । ସୋଆର…

କଲ୍ଯାଣ ମଣ୍ଡପ ର ଶୁଭ ଉଦ୍ଘାଟନ କଲେ ବିଧାୟିକା ।

ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନଂ ୦୭ ଅନ୍ତର୍ଗତ ଅମଲିପାଲି ରେ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l କାଉନ୍ସିଲର ସୁମିତ ଘିଭେଲା, ରଘୁନନ୍ଦନ ଦେଓ, କରମସାନି ଧରୁଆ, ମୀନକେତନ ଧରୁଆ,…

ଆସନ୍ତା ୨୦ ରେ ହେବ ଅଞ୍ଚଳ ମହାବିଦ୍ୟାଳୟ ରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପ୍ରାୟୋଜିତ ଜାତୀୟ ସଂପାନ

ପଦ୍ମପୁର:- ଆସନ୍ତା ସେପ୍ଟେମ୍ୱର ୨୦ ଏବଂ ୨୧ ତାରିଖ ରେ ଦୁଇଦିନ ବ୍ୟାପି ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ ଜାତୀୟ ସଂପାନ୍ନ ଶୀର୍ଷକ "Artificial Intelligence: Vision, Opportunity and Challenges" ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଅନୁଷ୍ଠିତ ହେବ ବୋଲି…

ବାଇକ ଧକ୍କାରେ ଗୁରୁତର ନାବାଳକର ମେଡିକାଲରେ ମୃତ୍ୟୁ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ସୋମବାର ଦିବା 2,30 ମିନଟ ସମୟରେ ଏକ ବାଇକ ସହିତ ସାଇକଲ ଧକ୍କା ହେବାରୁ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଵ୍ରହ୍ମପୁର ବଡ଼ମେଡିକାଲ୍ ରେ ରାତ୍ର 7,30 ରେ ମୃତୁ ଘଟିଥିବା ସୂଚନା ମଳିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଗ୍ରାମ ଆଳିଆ…

ଡାବୁଗାଁ ରେ ସମାରୋହରେ ବିଶ୍ଵକର୍ମା ପୂଜା ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୦୯/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ବିଭିନ୍ନ ସ୍ଥାନରେ ମହା ସମାରୋହରେ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ ହୋଇଯାଇଛି। ସବୁ ପର୍ବପର୍ବାଣୀ ପରି ବିଶ୍ଵକର୍ମା ଙ୍କ ପୂଜା ମଧ୍ୟ ଆନନ୍ଦ ଉଲ୍ଲାସ ର ସହ ଆଜି ପାଳିତ ହୋଇଯାଇଛି।…

ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ଭୁବନେଶ୍ୱର ଗସ୍ତ ପୂର୍ବରୁ ଭବ୍ୟ ସମ୍ବର୍ଦ୍ଧନା

ନବରଙ୍ଗପୁର: ତା ୧୬.୯.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ଭୁବନେଶ୍ୱର ଗଲେ ନବରଙ୍ଗପୁର ଜିଲ୍ଲାରୁ ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀ। ଆସନ୍ତା କାଲି ୧୭.୯.୨୦୨୪ ରିଖ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ସୁଭଦ୍ରା ଯୋଜନା ରେ ସାମିଲ…