ବେଆଇନ ମାଙ୍କଡା ପଥର ଖଣି ଖନନ ବନ୍ଦ ନେଇ ଗ୍ରାମବାସୀଙ୍କ ଦାବୀ l
ଖୋର୍ଦ୍ଧା--: (ଶାସକ ପ୍ରଶାସକ) ଖୋର୍ଦ୍ଧା ତହସିଲ ଅଧିନସ୍ଥ କୁମାରବସ୍ତ ମୋୖଜ଼ା ରେ ଥିବା ଭୂଆସୁଣୀ ଙ୍କ ମନ୍ଦିର ଠାରୁ ପ୍ରାୟ ଶହ, ଶହ ଏକର ଗୋଚର ଏବଂ ଜଙ୍ଗଲ କିସମ ଜମି ଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ବେଆଇନ ଭାବେ ଦୀର୍ଘ ଦିନ ଧରି ହେବ ସେହି ସ୍ଥାନ ରୁ ମାଙ୍କଡା ପଥର ଖନନ କରିବା…