ବିଜେପୁର /ସୁଶାନ୍ତ ସାହୁ: ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ମା ରାମଚଣ୍ଡୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଏମ ଶ୍ରୀଗିଡା କୃଷୀ ସେବା ସମବାୟ ସମିତି ତଦାରଖ କରିଛନ୍ତି ପଦ୍ମପୁର ଏସି ଏସ ଓ ସନ୍ତୋଷ କୁମାର ପଧାନ । ଆଜି ସନ୍ଧ୍ୟା ୪ଟା ରେ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି l ଧାନ ମଣ୍ଡିରେ ଠିକ ଭାବରେ ଚାଷୀଙ୍କ ଧାନ ଉଠୁଥିବା ବେଳେ ସୁଚାରୁ ରୂପେ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକରୁଥିବା କହିଛନ୍ତି ଶ୍ରୀ ପଧାନ । ସୂ ବ୍ୟବସ୍ଥା ମଧ୍ୟରେ ତାଲପଦର ଧାନ ମଣ୍ଡି ଚାଲୁଥିବା ବେଳେ ଏମ ଶ୍ରୀଗିଡା କୃଷୀ ସେବା ସମବାୟ ସମିତି କୁ ମଧ୍ଯ ପରିଦର୍ଶନ କରିଥିଲେ l
Sign in
Sign in
Recover your password.
A password will be e-mailed to you.