ପଥର୍ ରେ ସଦସ୍ୟତା ଅଭିଯାନ।

ବିଜେପୁର :- ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ଯାଇ ସଦସ୍ୟତା ଅଭିଯାନ ଆରମ୍ଭ କରିଛନ୍ତି । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଥଲା ଗ୍ରାମ ଠାରେ ରବିବାର ସନ୍ଧ୍ୟା ୫ଟା ପାଖାପାଖିରେ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ…

ବିଳମ୍ବିତ ରାତ୍ରିରେ ନିଷ୍ପତ୍ତି: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ହେବ ତଦନ୍ତ, ୬୦ ଦିନ ମଧ୍ୟରେ ଆସିବ ରିପୋର୍ଟ କୋର୍ଟ ତଦାରଖରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ…

ପଦ୍ମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟ ରେ ରକ୍ତ ଦାନ ଶିବିର ଆୟୋଜିତ। ୯ ୟୁନିଟ୍ ସଂଗୃହୀତ।

ପଦ୍ମପୁର :ରକ୍ତ ଭଣ୍ଡାର ରେ ରକ୍ତ ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ପଦ୍ମପୁର ପର୍ଶୁରାମ ବାହିନୀ ଆନୁକୁଲ୍ୟରେ ତଥା ପଦ୍ମପୁର ପର୍ଶୁରାମ ବାହିନୀ ସଭାପତି ଭରତ ପଣ୍ଡା ଙ୍କ ନେତୃତ୍ୱରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପଦ୍ମପୁର ବ୍ରାହ୍ମଣ ସମାଜ ସଭାପତି ଜୟ…

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

   ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଇରିଗେଶନ କଲୋନି ରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ସେନାପତି ଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳେ ଦେହାନ୍ତ ହୋଇଯାଇଛି। ସେ ଅନେକ ଦିନହେଲା କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଶେଷ ସମୟରେ ସ୍ତ୍ରୀ,ଦୁଇ…

ଭରତପୁର ଥାନା ଘଟଣା : ୨୪ ତାରିଖରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରା

ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛି ସରକାର ଘଟଣାକୁ ଚପାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ହରତାଳ ସମୟରେ ଜରୁରୀକାଳୀନ ସେବା ଜାରି ରହିବ  ସକାଳ ୬ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାରି ରହିବ ହରତାଳ…

ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍‍ସ ଓ ପରାଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା…

ହିଣ୍ଡାଲକୋ ସମ୍ବଲପୁର ଦ୍ୱାରା ମାନବ ଅଧିକାର ସମ୍ମିଳନୀ ଆୟୋଜିତ

ସମ୍ବଲପୁର : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ମିଳିତ ସହଯୋଗରେ ଆଦିତ୍ୟ ଆଲୁମିନିୟମ୍ କ୍ଳବ୍ ହାଉସ, ଲପଙ୍ଗା, ଠାରେ ମାନବ ଅଧିକାର ଉପରେ ରାଜ୍ୟ ସ୍ତରୀୟ ସମ୍ମିଳନୀ ସଫଳତାର ସହ ଆୟୋଜନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି,…

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା।

ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ତାନଭି ପତ୍ରୀ ଉପବିଜେତା ଭୂବନେଶ୍ୱର, ୨୨ ସେପ୍ଟେମ୍ବର, ୨୦୨୪: ଓଡିଶାର କ୍ରୀଡା ସମ୍ପ୍ରଦାୟର ଏକ ଅନନ୍ୟ କୃତିତ୍ୱ ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ…

ବାଫିଲମାଳି ବକ୍ସାଇଟ ଖଣିକୁ ଏଫଆଇଏମ୍‌ଆଇର ମିଶ୍ରିଲାଲ ଜୈନ ସମ୍ମାନଜନକ ପରିବେଶ ପୁରସ୍କାର ୨୦୨୩-୨୪

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ - ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣକୁ ଫେଡେରେସନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ (ଏଫଆଇଏମଆଇ) ଦ୍ୱାରା ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ ମିଶ୍ରିଲାଲ…

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ‘ବିକାଶ ମେଳା’କୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

• ଜଗତସିଂହପୁର ଜିଲ୍ଲାରେ ୧ ଲକ୍ଷ ୧ ହଜାର ୬୧୩ ଜଣଙ୍କ ଆକାଉଣ୍ଟଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି • ମିଶନ ଶକ୍ତି ମା' ମାନଙ୍କ ପାଇଁ ମିଶନ ଶକ୍ତିର ଅଡିଟୋରିୟମ ଲୋକାର୍ପିତ ହେବା ସହ ୧୫୫୨୭୬ ଏକ ହେଲ୍ପ ଲାଇନ ମିଶନ ଶକ୍ତିର ଭଉଣୀମାନଙ୍କ ପାଇଁ ଜାରି ହୋଇଛି • ଜଗତସିଂହପୁର…