ଅଞ୍ଚଳ ମହାବିଦ୍ୟାଳୟ ରେ ଏନ୍.ଏସ୍.ଏସ୍. ଦିବସ ପାଳିତ

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଦୁଇ ଦିନ ଧରି ଏନ୍.ଏସ୍.ଏସ୍. ଦିବସ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ, ଶ୍ରୀ ପଣ୍ଡା ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ଗୁଡ଼ିକ ଉପରେ…

ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ…

ହାଇଦରାବାଦ : ଏକ ଅଗ୍ରଣୀ ଭାରତୀୟ ଉପଭୋକ୍ତା ଇଲେକଟ୍ରୋନିକ୍ସ ବ୍ରାଣ୍ଡ୍‌‌ ମିଭି (ଏମଆଇଭିଆଇ) ତାହାର ସଦ୍ୟତମ ରାଷ୍ଟ୍ରୀୟ ଅଭିଯାନ ‘ହିୟର କ୍ଲିୟର’କୁ ଏକ ନୀରବ ବିଜ୍ଞାପନ ଫିଲ୍ମ (ସାଇଲେଣ୍ଟ ଆଡ ଫିଲ୍ମ) ସହିତ ଶୁଭାରମ୍ଭ କରିଛି, ଅଡିଓ ଡିଭାଇସ ଶିଳ୍ପରେ ଏହା ଏହି ଧରଣର ପ୍ରଥମ ଉତ୍ପାଦ। ଏହି…

ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମାନ ନିର୍ଦ୍ଧାରଣ ପରୀକ୍ଷା

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ୧୩ ଟି କ୍ଲଷ୍ଟର ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ ମାନ ନିର୍ଦ୍ଧାରଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ମାନ ନିର୍ଦ୍ଧାରଣ ପରୀକ୍ଷା ଗଣିତ ଏବଂ ଭାଷା ବିଷୟରେ ପ୍ରଥମ ଶ୍ରେଣୀ ,ଦ୍ଵିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ…

ଶାରିରୀକ, ସାମାଜିକ ,ମାନସିକ ବିକାଶ ରେ କ୍ରୀଡ଼ା ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଦଶପଲ୍ଲା ବିଧାୟକ

ନୂଆଗାଁ: ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳି ଠାରେ ନୟାଗଡ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ତରଫରୁ ଜିଲ୍ଲା ସ୍ତରୀୟ ବ୍ୟାଡ ମିଣ୍ଟନ, ଚେସ,ଯୋଗ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତଥା…

ଜାତୀୟ ସେବା ଯୋଜନା ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର , ୬୦୨…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ଆଜି ଜାତୀୟ ସେବା ଯୋଜନା ଦିବସ । ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୬୦୨ ୟୁନିଟ ରକ୍ତ…

ରକ୍ତ ଦାନ ଶିବିର ଅନୁଷ୍ଠିତ।

ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ପାଳନ ଅବସର ରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ଠାରେ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ବିଜେପି ବିଧାନ ସଭା ପ୍ରାର୍ଥୀ ଓ ବାସୁଦେବପୁର ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ଵ ରେ ଏହି…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

 ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ଆଜି (ସୋମବାର) ସ୍ଥାନୀୟ…

ଉତ୍କଳ ଆଲୁମିନା ପକ୍ଷରୁ ସ୍ୱଚ୍ଛ ସମୁଦାୟ ନିମନ୍ତେ ସ୍ୱଚ୍ଛ ଅଭିଯାନ ଶୁଭାରମ୍ଭ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର କୁଚେଇପଦର ଗ୍ରାମପଞ୍ଚାୟତରେ ସ୍ୱଚ୍ଛ ଅଭିଯାନ ଶୁଭାରମ୍ଭ କରିଛି । ଫଳପ୍ରଦ କର୍ପୋରେଟ ସାମାଜିତ ଦାୟିତ୍ୱ ନିର୍ବାହ…

କାଶୀପୁର ଶିକ୍ଷା ବିଭାଗ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ମାନ ନିର୍ଧାରଣ ଓ ଦିବ୍ୟାଙ୍ଗ ସାମଗ୍ରୀ ବଣ୍ଟନ ଶିବିର ।

ରାୟଗଡା କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷା ବିଭାଗ ଓ ଆଲମିକ (ସାମାଜିକ ସେବା )ସଂସ୍ଥା ଆନିକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ଆବଶ୍ୟକତା ଅନୁଯାୟୀ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ଟି କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ…

ସାମାଜିକ ସେବା ପାଇଁ ଗଜପତି ଜିଲ୍ଲା ରୁ ତିନି ଜଣ ଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ଗ୍ଲୋବାଲ ଆଇକନ୍ ଲିଡର୍ ପୁରସ୍କାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିଶ୍ଵ ଗୁରୁ ଭାରତ ସମ୍ମିଳନୀ ଓ ବିଶ୍ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ କୋଲକାତା ର ସିଟି ତାଜ ହୋଟେଲ ସେଣ୍ଟର ଠାରେ ବାଙ୍ଗା ଗୌରବ ସମ୍ମାନ ସିଜେନ -୩ ଦ୍ୱାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର…