ବାଲିମେଦ ସେବା ସମବାୟ ସମିତି ର ସାଧାରଣ ସଭା ଅନୁଷ୍ଠିତ।
ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ଠାରେ ବାଲିମେଦ ସେବା ସମବାୟ ସମିତି ର ସାଧାରଣ ସଭା ଅନୁଷ୍ଠିତ ହୋଇଛି। ଏଥିରେ ସେବା ସମବାୟ ସମିତି ର ସଭାନେତ୍ରୀ ରୁନି ଲତା ନାୟକ, ଭଦ୍ରକ ଏ ଆର୍ ସି ଏସ ବାବାଜୀ ଚରଣ ନାୟକ, ବାଲେଶ୍ଵର ଭଦ୍ରକ କୋ ଓପରେଟିଭ ବ୍ୟାଙ୍କ…