ଗୁଣପୁର ବିଜେପି ପକ୍ଷରୁ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା ୨୯/୦୯/୨୪ ଗୁଣପୁର ଶ୍ରୀ ରାମ ମନ୍ଦିର ଜେଲ ପେଟା ସ୍ଥିତ କଲ୍ୟାଣ ମଣ୍ଡପ ଗୁଣୁପୁର ପୌର ପରିଷଦର ଶକ୍ତିକେନ୍ଦ୍ର ସହାୟତାରେ ବୁଥ ନମ୍ବର ୨୪୪ର ସଦସ୍ୟ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଗୁଣୁପୁର…

ବଂଶଧାରା କଲେଜ ରେ ତାଲୁକ ଲିଗାଲ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ତାଲୁକ ଲିଗାଲ ଆଇନ ସହାୟତା ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ ମହମ୍ମଦ କଇସି ମୁଖ୍ୟ ଅତିଥି ଭାବେ ଯୋଗ…

ଜିଲ୍ଲା ରାଜସ୍ବ ନୀରିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଖଇରା, ବୁଲୁ ଲେଙ୍କା ୨୯/୯/୨୪- ବାଲେଶ୍ଵର ଜିଲ୍ଲାର ୧୨ ଗୋଟି ତହସିଲ ଅଧିନରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ପରିଦର୍ଶକ ମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ସଦର ତହସିଲ ଅଧିନରେ ଥିବା ବାଲେଶ୍ଵର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଗତ ତା ୨୫/୯/୨୦୨୪ ରିଖର ଏକ ସମ୍ମିଳନୀ…

ଟିପ ପାଇଁ ଗ୍ଯାସ ଅଫିସର ସାମ୍ନାରେ ଲାଗିଛି ଭିଡ଼

ଖଇରା,ବୁଲୁ ଲେଙ୍କା ୨୮/୯/୨୪- ଗ୍ଯାସ ଅଫିସ୍ ସାମ୍ନାରେ KYC ପାଇଁ ଗ୍ରାହକ ମାନଙ୍କ ଭିଡ଼ ଲାଗି ରହିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ର, ଖଇରା ପରିସରରେ । ଖରା ଓ ବର୍ଷାକୁ ଖାତିରି ନକରି ଦୂରଦୂରାନ୍ତରୁ ଗ୍ରାହକ ମାନେ ଆସି ଲମ୍ବା ଧାଡ଼ିରେ…

ଭଞ୍ଜନଗର ରେ ବୈଷ୍ଣବ ଭବନ ର ଶିଳାନ୍ୟାସ ଉତ୍ସବ ରେ ବିଧାୟକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହର ଖାଲାସିସାହି ପାତ୍ର କଲୋନୀ ମଧ୍ୟରେ ଥିବା ଭବ୍ୟ ଗାୟତ୍ରୀ ଶକ୍ତି ପୀଠ ଠାରେ ଆଜି ୨୯ ସେପ୍ଟେମ୍ବର ରବିବାର ୨୦୨୪ ଦିନ ସକାଳ ୭ ଘଣ୍ଟିକା ସମୟରେ ବିଧାୟକ ଙ୍କ ସହିତ ଜନସାଧାରଣ ଓ ଗାୟତ୍ରୀ ପରିବାର ସଦସ୍ୟଙ୍କ ଯୋଗଦାନ ହୋଇଥିଲା। ପରେ ପରେ ସନାତନ…

ପ୍ରଜା ଫାଉଣ୍ଡେସନ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ : ସହରୀ ଶାସନ ସଂସ୍କାରରେ ଓଡିଶା ପ୍ରଥମ

ଟିମ୍ ଅର୍ବାନକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଶୁଭେଚ୍ଛା ଭୁବନେଶ୍ୱର: ୨୯ l ୦୯ - ପ୍ରଜା ଫାଉଣ୍ଡେସନ ପକ୍ଷରୁ ନିକଟରେ ପ୍ରକାଶିତ ଏକ ସ୍ୱାଧୀନ ଅଧ୍ୟୟନ ୨୦୨୪ ଅର୍ବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ୟୁଜିଆଇ)ରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।ସହରାଞ୍ଚଳ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତା…

ଆଜିଓ ଏଚ୍ ଆଣ୍ଡ ଏମ୍ କୁ ସାମିଲ୍ କରିଛି ଏବଂ ଏହାର ଅନ୍ତର୍ଜାତୀୟ ପୋର୍ଟଫୋଲିଓକୁ ସୁଦୃଢ଼ କରୁଛି;

ଭାରତରେ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ସମ୍ପ୍ରସାରଣ ଜାରି ରଖିଛି ଆଜିଓର ଶକ୍ତିଶାଳୀ ଗ୍ରାହକ ଭିତିିଭୂମି ସହିତ ଏଚ୍ ଆଣ୍ଡ୍ ଏମ୍ ଏହାର ଅନଲାଇନ୍ ଉପସ୍ଥିତିକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଫ୍ୟାସନ୍ ପାୱାରହାଉସ୍ ଗୁଡ଼ିକ ଏକତ୍ରିତ ହୋଇ ଯୁବ ଗ୍ରାହକଙ୍କୁ ଆକର୍ଷିତ…

ସୋଆ ଇଞ୍ଜିନିୟରିଂ ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର…

“ସରକାରଙ୍କ ଆଭିମୁଖ୍ୟ ଓ ଭିଜନ୍‌କୁ ହୃଦୟଙ୍ଗମ କରି ଅଧିକାରୀମାନେ କାମ କରିବା ଢାଞ୍ଚା ବଦଳାନ୍ତୁ “

ଦୁଇ ଦିନିଆ ଜିଲ୍ଲାପାଳ- ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଉଦ୍‌ଯାପିତ   ଭୁବନେଶ୍ୱର: ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଅଭିଭାଷଣରେ ସବୁ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସିବାକୁ ଚାହୁଁଥିବା ବ୍ୟକ୍ତି ଦୟାକରି ଧ୍ୟାନ ଦିଅନ୍ତୁ

ସେପ୍ଟେମ୍ବର ୩୦ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ନିୟମିତ ଖବରକାଗଜ ପଢିବା ଅଭ୍ୟାସ କରନ୍ତୁ , ପରବର୍ତ୍ତୀ ସୂଚନା ଗଣମାଧ୍ୟମରେ ଜଣାଇଦିଆଯିବ ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l…