ବିଶ୍ୱ ହୃଦୟ ଦିବସ ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ମେଗା ୱାକାଥନ୍ ଆୟୋଜିତ
ଭୁବନେଶ୍ୱର, ୨୯ । ୦୯, : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିଶାଳ ୱାକାଥନ୍ର ଆୟୋଜନ କରାଯାଇଥିଲା । କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର – ୩ ଠାରୁ ପାଲ୍ ହାଇଟ୍ସ୍ ଛକ ଯାଏଁ ଅନୁଷ୍ଠିତ ଏ ବିଶାଳ…