ଗାଙ୍ଗପୁରରେ ପ୍ରଶାସନ ଗାଓଁ କୀ ଅର୍ କାର୍ଯ୍ୟକ୍ରମ ; ଉପଜିଲ୍ଲାପାଳ ଏବଂ ବିଧାୟକଙ୍କ ମିଳିତ ଜନ ଶୁଣାଣି
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ଉଦ୍ୟମରେ ଜଣସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ପହଞ୍ଚିଛି ଗାଆଁରେ I ଏହି ଅବସରରେ ଆଜି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଗ୍ରାମ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ…