ବେଦାନ୍ତ ଆଲୁମିନିୟମ ଏହାର ମେଗା ଆଲୁମିନିୟମ ପ୍ଳାଂଟ ଝାରସୁଗୁଡ଼ାରେ ସମ୍ବଲପୁରର ଆଇଆଇଏମର ଛାତ୍ରଛାତ୍ରୀ ମାନଙ୍କୁ…

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏହାର କ୍ୟାମ୍ପସ ସଂଯୋଗ ପଦକ୍ଷେପର ଏକ ଅଂଶ ଭାବରେ ସମ୍ବଲପୁରର ଆଇଆଇଏମ ଛାତ୍ରଛାତ୍ରୀମାନଙ୍କୁ ହୋଷ୍ଟ ଭାବେ ନେଇଥିଲା। ଏହି ପରିଦର୍ଶନ ସମୟରେ ଛାତ୍ରମାନେ ବେଦାନ୍ତର କାର୍ଯ୍ୟକଳାପକୁ ବୁଲି ଦେଖିବା ସହିତ ଆଲୁମିନିୟମ…

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ସହ ଆଲୋଚନା

ଭୁବନେଶ୍ୱର - 21/10 ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ନେଇ ଦୀର୍ଘ ଦିନର ଆନ୍ଦୋଳନ ଏବଂ ଆଲୋଚନା ପରେ ଗତ 9, ଅକଟୋବର 2024ରେ ଷ୍ଟାଫ ସିଲେକସନ କମିଶନର 6000 ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ହିନ୍ଦୀ,ସଂସ୍କୃତ, ତେଲଗୁ, ଉର୍ଦ୍ଦୁ,ବିଜ୍ଞାନ,ପିଇଟି ଶିକ୍ଷକ ଇତ୍ୟାଦି ଶିକ୍ଷକ ନିଯୁକ୍ତି ପାଇଁ…

ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ମୁକାବିଲା କରିବା : ମନମୋହନ ସାମଲ

 ସେବା, ସହାୟତା, ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନେ ନିୟୋଜିତ ହେବେ ଭୁବନେଶ୍ୱର, ତା.୨୨/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଦାନା’ ଭୀଷଣ ବାତ୍ୟା ରୂପ ନେଇ ୨୪ ତାରିଖ ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା…

ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର, ତା ୨୨/୧୦/୨୦୨୪: ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବାତ୍ୟା ଦ୍ଵାରା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ମହାସଂଘ, ବ୍ଲକସ୍ତରୀୟ…

ସମ୍ଭାବ୍ୟ ବାତ୍ୟା:ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

• ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଯଥା ଶୀଘ୍ର ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ • ବାତ୍ୟାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ • ପାନୀୟ ଜଳ ପାଇଁ ଆଗୁଆ…

ତୈଳ ବୈଶ୍ୟ ସାହୁ ସମାଜର ଆୟୋଜନ କ୍ରମେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଲଙ୍ଗାପାଲି ସ୍ଥିତ ସାହୁ ସମାଜ କଲ୍ୟାଣ ମଣ୍ଡପ ଠାରେ  ତୈଳ ବୈଶ୍ୟ ସାହୁ ସମାଜର ଆୟୋଜନ କ୍ରମେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତୈଳ ବୈଶ୍ୟ ସାହୁ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ୟ…

ଏଫଏକ୍ୟୁ ସମସ୍ୟାର ସମାଧାନ ଉପରେ କେବେ ଲଗାମ ଲାଗିବ :- ଅଟୋମେଟିକଗ୍ରାନ ଅନାଲାଇଜର ମାନେ କଣ?

ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ଚାଷୀଙ୍କ ସାମ୍ନାରେ ଡେମୋଷ୍ଟେସନ କରିବା ଆବଶ୍ୟକତା ରହିଛି ଉପଯୁକ୍ତ ବିକ୍ରୀ ଧାନକୁ  କୁହାଯାଇଥାଏଏଫଏକ୍ୟୁ।ଏହାର ଅର୍ଥ ୧ କ୍ୟୁଣ୍ଟଲ ଧାନ ଜୈବିକ ୧%, ଅଜୈବିକ ୧%, ଖରାପ ପାଣିଫୁଲା ୪ %, ଅପରିପକ୍ୱ ୩% ଏବଂ ଆଦ୍ରତା ୧୭% କମ ଥିଲେ ବିକ୍ରି ଉପଯୁକ୍ତ…

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ

ରାଉରକେଲା,(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଲଦା ସି ବ୍ଲକ ହାଟ ଠାରେ କିଛି ଆର୍ଥିକ ଅନଗ୍ରସର ବ୍ୟବସାୟୀଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଥିଲା। ରୋଟାରୀଆନ ପ୍ରଦ୍ୟୁମ୍ନ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କାନାଡାର ଦମ୍ପତି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର) ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୭ ଏବଂ ୫୮ତମ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ସୁଦୂର କାନାଡା ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ…

ଜିଲ୍ଲା ସ୍ତରୀୟ ବିଶ୍ୱ ଆୟୋଡିନ୍ ଅଭାବ ଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳନ

ଜଗତସିଂହପୁର,ତା-୨୧.୧୦.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ଦିବା ୧୧ ଘଟିକା ସମୟରେ ବିଶ୍ୱ ସ୍ତରୀୟ ଆୟୋଡିନ୍ ଅଭାବଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଉପଲକ୍ଷେ…