ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।
ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିବା ବେଳେ ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି ଗୌତମ ସିଂ,ବିଇଓ ଚୂଡାମଣି ବାରିକ ସ୍କୁଲ ପରିଚାଳନା କମିଟି ସଭାପତି ଅମର…