ସେବା ସପ୍ତାହ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସଚେତନତା ସମ୍ମିଳନୀ…
କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ କାଶୀପୁର ଅଞ୍ଚଳର ଦୁଇ ଶହରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତି ଏକତ୍ରିତ ହୋଇ ସନ୍ଥ କବି ଭୀମ ଭୋଇ, ସନ୍ଥ ସୁର ଦାସ, ଋଷି ଅଷ୍ଟାବକ୍ର ଓ ହେଲେନ କେଲରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଆର୍ ପି ଡବ୍ଲିୟୁ ଡି!-->!-->!-->…