ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରୀ ଦଳ ଆସି ବିଭିନ୍ନ ଦିବ୍ୟଙ୍ଗଙ୍କୁ ପରୀକ୍ଷା କରିଥିଲେ । ୭୨ଜଣ…

ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା: ୦୫-୦୨-୨୦୨୫ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ବ୍ଲକ ପରିସରରେ ଉଦଘାଟନୀ…

ଫାଇଟର୍ସ ଗୃପ ବରଗଡ଼ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନ

ବିଜେପୁର :-ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଆଜି ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଫାଇଟର୍ସ ଗୃପ ବରଗଡ଼ ପକ୍ଷରୁ ଏକ ଜନ ସଚେତନତା ରେଲି ବାହାରି ବିଜେପୁର ସହର ପରିକ୍ରମା ସହ ଜନସଚେତନତା ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମକୁ ବିଜେପୁର ନିର୍ବାଚନ ମଣ୍ଡଳୀର…

ମହରାପଦର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ,

"ଶୃଙ୍ଖଳା ଜ୍ଞନ ବିଦ୍ୟାଳୟ ରୁ ମିଳିଥାଏ" ଖପ୍ରାଖୋଲ ୪/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ନବ କିଶୋର ନନ୍ଦ ଙ୍କ ଅଧ୍ୟକ୍ଷତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ଟ୍ରାକଟର ଓଲଟି ଜଣେ ଶ୍ରମିକ ମୃତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କାଇସକନ୍ଦା ଗ୍ରାମରୁ ବ୍ରାହ୍ମଣିପାଲି ଯିବା ରାସ୍ତାରେ ଟ୍ରାକଟର ଓଲଟି ଜଣେ ଶ୍ରମିକ ମୃତ l ମୃତ ଶ୍ରମିକ ବ୍ୟକ୍ତି ଜଣକ ହେଉଛନ୍ତି ରାମପୁର ଥାନା ପଥରଖଣ୍ଡି ଗ୍ରାମର…

ବାସନ୍ତୀ ପାଠାଗାରର ୩୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୯ ତମ ବାର୍ଷିକୋତ୍ସବ ପାଠାଗାରର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ…

ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ସ୍ଥିତ ଅଇଁଳାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ଘନଶ୍ୟାମ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ…

ପଦ୍ମପୁର ସହରରେ ବିଶ୍ବ କେନସର ଦିବସ ସଚେତନତା ରେଲି

 ବରଗଡ଼ — ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବିଶ୍ବ କେନସର ଦିବସ ଅବସରରେ ଜନସଚେତନତା ରେଲି ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଫାଇଟର୍ସ ଗୃପ ତରଫରୁ ଆୟୋଜିତ କେନସର ସଚେତନତା ରେଲି ରେ ପଦ୍ମପୁର ସହରର ପ୍ରମୁଖ ଅନୁଷ୍ଠାନ, କ୍ଲବ, ବରିଷ୍ଠ ନାଗରିକ ଙ୍କ ସମେତ ଅଂଚଳ ମହାବିଦ୍ୟାଳୟ, ମହିଳା…

ଜେନିଥ୍ ଲାୟନ୍ସ ଗୁରୁକୁଳରେ ବିଶ୍ଵ କର୍କଟ ଦିବସ ପାଳିତ।

ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ କର୍କଟ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା, ଲୋକଙ୍କୁ ଶିକ୍ଷିତ କରିବା ଏବଂ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଏକତ୍ରିତ ହେବା।  ଏହି ଦିନଟି କର୍କଟ ରୋଗରେ ପୀଡିତ…