କୁଡୁମୀ ସେନା ପକ୍ଷ ରୁ ସପ୍ତମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ଅନୁଷ୍ଠିତ

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ର ଧାନଘେରୀ ର (ବଡ଼ଚାଟର ) ପଡିଆ ଠାରେ କୁଡୁମୀ ସେନା ପକ୍ଷରୁ ବାନ୍ଧାଣା ପର୍ବ ଓ  ସଂସ୍କୃତି ବଞ୍ଚାଅ ଅଭିଯାନ  କୁଡୁମୀ ସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କୁସୁମୀ ସେନା ର  ପ୍ରତିଷ୍ଠାତା…

୨୯ ତମ ମଣ୍ଡଳସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ରେ ଯୋଗଦେଲେ ବିଧାୟକ

ନୂଆଗାଁ:ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ୨୯ ତମ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ୧୧୮ ଟି ପ୍ରକଳ୍ପ ନେଇ ବ୍ଲକ୍ ରୁ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥଲେ।ବ୍ଲକ୍ ଶିକ୍ଷା ଅଧିକାରୀ…

କାର୍ତ୍ତିକ ମାସ ଚତୁର୍ଥ ସୋମବାର, କେଲିଆ ଶୈବ ପୀଠରେ ୧୦ ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ପ୍ରସିଦ୍ଧ କେଲିଆ ଶୈବ ପୀଠ ରେ ଆଜି ପବିତ୍ର କାର୍ତ୍ତିକ ମାସର ଚତୁର୍ଥ ସୋମବାର ଦିନ ୧୦ ହଜାର ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଛି।ପ୍ରଥମ, ଦ୍ଵିତୀୟ,ତୃତୀୟ ସୋମବାର ଠାରୁ ଆଜି ଚତୁର୍ଥ…

ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମଉଳନା ଅବୁଲ୍ କାଲାମ ଆଜାଦ ଙ୍କର ଜନ୍ମ ଦିବସ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଛି। ଏହି…

ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ।

ବାସୁଦେବପୁର -  ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଜନ ଶୁଣାଣି ଶିବିର ଆୟୋଜନ ହୋଇ ଯାଇଛି। ପଞ୍ଚାୟତ ସମିତି  ପକ୍ଷରୁ ଆୟୋଜିତ ଏହି ମିଳିତ ଜନ ଶୁଣାଣି ଶିବିର ରେ ଜିଲ୍ଲାପାଳ ଦିଲୀପ ରାଉତ ରାୟ ଓ ଏସପି  ମାଦ କର ସନ୍ଦୀପ ସମ୍ପଦ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ । ଉପ…

୨୯ ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜାନୁଆରୀ ୧୧ ରୁ ଆରମ୍ଭ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବୋଡାସମ୍ବର ସ୍ପୋର୍ଟିଂ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବୋଡାସମ୍ବର ସ୍ପୋର୍ଟିଂ ଆନୁକୂଲ୍ଯରେ ଆୟୋଜିତ ହେଉଥିବା ତଥା ଅଞ୍ଚଳ ରେ ପ୍ରସିଦ୍ଧ ଲାଭ କରିଥିବା ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ…

ବିଡ଼ିଓ ଙ୍କ ଅଜାଣତରେ କଲ୍ୟାଣ ମଣ୍ଡପ ଉଦଘାଟନ

ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ଗ୍ରାମ ପଂଚାୟତ ରେ ତା. 10-11-2024 ରିଖ ରବିବାର ଛୁଟି ଦିନରେ ସରକାରୀ କଲ୍ୟାଣମଣ୍ଡପ ବିଡ଼ିଓ ଙ୍କ ଅଜାଣତରେ ଉଟଘାଟନ କରାଯାଇଛି /ସରକାର ଙ୍କ ଦ୍ୱାରା ନିର୍ମିତ ଏହି କଲ୍ୟାଣମଣ୍ଡପ କୁ ବ୍ଲକ…

ଚେକ୍ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯୁବକ ମୃତ

ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକ ଚେକ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଭବାନୀ ଶଙ୍କର ନାୟକ (୨୧) ଧୋଡ଼ିପାଣି ଗ୍ରାମର ପ୍ରେମଲାଲ ନାୟକଙ୍କ ପୁଅ ଭବାନୀ ଶଙ୍କର ରବିବାର…

ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ - ଧର୍ମେନ୍ଦ୍ର ପ୍ରଧାନ • ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ • ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳା• ପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ…

ହ୍ୟାଟ୍ରିକ ଅପେକ୍ଷାରେ ବୈଜୟନ୍ତ

ବିଜେପିରେ ଯୋଗଦେଲେ ରାମ ନାରାୟଣ ଭାରଦ୍ଵାଜ, ବୈଜୟନ୍ତ ପଣ୍ଡାଙ୍କ ଦ୍ଵିତୀୟ ବଡ ସଫଳତା ନୂଆଦିଲ୍ଲୀ/ଭୁବନେଶ୍ବର, ୧୧|୧୧ - ଗତକାଲି ଆପର  ଗୋଟେ ଉଇକେଟ ପକେଇଥିଲେ, ଆଜି ଆଉ ଗୋଟେ ପକେଇଲେ | ହ୍ୟାଟ୍ରିକ ଅପେକ୍ଷାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା | ଦିଲ୍ଲୀ ନିର୍ବାଚନ…