ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଦେଶିଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍.ଏସ୍.ଡି) ଆଶ୍ରମଠାରେ ଅଭିଭାବକ ବୈଠକ ୨୦୨୪-୨୦୨୫

ଶାସକ ପ୍ରଶାସକ (ଘନଶ୍ୟାମ ନାଗ ): ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ଦେଶିଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍. ଏସ୍. ଡି) ଆଶ୍ରମ ଠାରେ ତା: ୧୫/୧୧/୨୦୨୪ ଶୁକ୍ରବାର ଦିନ ଅଭିଭାବକ ବୈଠକ ୨୦୨୪-୨୫ କାର୍ଯ୍ୟକ୍ରମ ଦେଶିଲ ଆଶ୍ରମ ସ୍କୁଲ ଏବଂ ଦେଶିଲ ଅନ୍ୱେଷା ହଷ୍ଟେଲର ଅଭିଭାବକ ବୈଠକ ଦେଶିଲ ଆଶ୍ରମ…

ରକ୍ତଦାନ ଶିବିରରୁ ୨୪ ୟୁନିଟ୍ ରକ୍ତ ସଂଗ୍ରହ

ପୁରୀ (ଅନିମେଶ ପଟ୍ଟନାୟକ): ପବିତ୍ର ଶିଶୁ ଦିବସ ଅବସରରେ ଦତ୍ତତୋଟା ସ୍ଥିତ କୌଟିଲ୍ୟ ଇନ୍‌ଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ୍ ଆଣ୍ଡ ସର୍ଭିଶେସ୍ ଓ ଅସ୍କବ୍ରିଜ୍ କମ୍ୟୁନିକେସନ୍ ସେଣ୍ଟର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରକୁ ଡିଏମ୍ଓ (ଏମଏସ) ତଥା…

ଶ୍ରୀ ଗୁରୁଭାଗବତ ଜନ୍ମ ଜୟନ୍ତୀ ପାଳିତ

ଗରଦପୁର, ତା- ୧୫/୧୧ - ଆଜି ପବିତ୍ର କାର୍ତିକ ପୁର୍ଣିମାରେ,ଗୁରଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ବାରା ଲିଖିତ ଶ୍ରୀ ଗୁରୁ ଭାଗବତର ପବିତ୍ର ଗ୍ରନ୍ଥର ଜନ୍ମ ଉତ୍ସବ ରେ ତେଣ୍ଡାକୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ତରଫରୁ ଶ୍ରୀମତୀ ସୁଜାତା…

ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୫ /୧୧/୨୦୨୪:ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ମହାନ ବିପ୍ଳବୀ ଶହୀଦ ବିର୍ସ। ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସକାଳ ୯ ଘଟିକା ସମୟରେ ଭୁବନେଶ୍ଵରର ଜାଭିଅର ମାର୍ଗ, ମୈତ୍ରୀ ବିହାରସ୍ଥିତ ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ଶୈଳବାଳା ମହିଳା କଲେଜର ଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର ନଭେମ୍ବର,୧୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ…

ତାଳପଦର ରାଜସ୍ବନିରୀକ୍ଷକ କାର୍ଯ୍ୟଳୟ ରୁ ଚୋରି

ବିଜେପୁର :-ସୁଶାନ୍ତ ସାହୁ ବିଜେପୁର ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ମଙ୍ଗଳବାର ରାତିରେ ତାଳପଦର ଠାରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି। କାର୍ଯ୍ୟାଳୟ ଭିତରେ ଥିବା ଇନ୍‌ଭାଇଟର,…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ମାସିକ ରୁତୁସ୍ରାବ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ତାଲିମ କାର୍ଯ୍ୟକ୍ରମ

ଝାରସୁଗୁଡା: ଭାରତର ଆଲୁମିନିୟମର ବୃହତ୍ତମ ଉତ୍ପାଦକ,ବେଦାନ୍ତ ଆଲୁମିନିୟମ, ପରିବେଶ ଅନୁକୂଳ ରୁତୁସ୍ରାବ ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଏବଂ ନିରନ୍ତର ସ୍ୱଚ୍ଛତା ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ “ଜିରୋ ମାସିକ ବର୍ଜ୍ୟବସ୍ତୁ” ଉପରେ ଏକ ସମ୍ପ୍ରଦାୟ-କେନ୍ଦ୍ରିତ ତାଲିମ ଅଧିବେଶନ ଆୟୋଜନ…

“ସୁପ୍ରିମକୋର୍ଟ ଅର୍ଡରକୁ ପାଳି ଜୟନାରାୟଣଙ୍କୁ ତୁରନ୍ତ ବାନ୍ଧ “

ବିଜେପି ସରକାର ଦୋହରା ମାପଦଣ୍ଡ ନଆପଣେଇ ଜୟଙ୍କ ଗିରଫ ତୁରନ୍ତ କରୁ: ବିଜେଡି ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ ଜଣେ ଜନପ୍ରତିନିଧି ଭାବେ ତାଙ୍କ ଆଚରଣ ଉଚ୍ଚାରଣ ଗ୍ରହଣଯୋଗ୍ୟ ନୁହେଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ,…

ଅର୍ଥନୈତିକ ସମତାଯୁକ୍ତ ସମାଜ ଗଠନରେ ସମବାୟ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ମୋହନ ଚରଣ ମାଝୀ

ରାଜ୍ୟ କାର୍ଯ୍ୟାଳୟରେ “ନିଖିଳ ଭାରତ ସମବାୟ ସପ୍ତାହ”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ  ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ସ୍ଥାନୀୟ ସମବାୟ ସମିତି  ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗଠନ ହେବ ବହୁମୁଖୀ ସମବାୟ ସମିତି  ବିଜେଡି ସରକାର କଥା ଦେଇ ରଖି ନ ଥିଲେ …

ବେଲଗୁଣ୍ଠାରେ‌ ନୁଆ ଇ-ସ୍କୁଟି ସୋ ରୁମ୍ ଉଦ୍ଘାଟିତ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା-ବାଲିପଦର ମୁଖ୍ୟ ସଡ଼କ ସ୍ଥିତ ବିଶ୍ୱନାଥ ବିହାର ଠାରେ ଫ୍ଲାଏରାଇଡ୍ସ କମ୍ପାନୀର ଏକ ନୂତନ ଇ-ସ୍କୁଟି ସୋ ରୁମ୍ ଉଦ୍ଘାଟିତ ହୋଇଯାଇଅଛି ।ଉଦ୍ଘାଟନୀ ଦିବସର ପ୍ରଥମ ଗ୍ରାହକ ଭାବେ ସନ୍ତୋଷ ପତି ଉଦ୍ଘାଟନ କରିଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ…