ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭ ଟି ବିଭାଗ ର ୬୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।୭ ଟି ବିଭାଗ ମଧ୍ୟରୁ ରାଷ୍ଟ୍ରୀୟ ଆବିଷ୍କାର…

ଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବିଶ୍ବ ଶୌଚାଳୟ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ…

ଜନ୍ମ ଜୟନ୍ତୀ ରେ ବିଜୟ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି।

ରକ୍ତଦାନ ଶିବିର ରୁ ୫୨ ୟୁନିଟ୍ ରକ୍ତ ସଂଗ୍ରହ ବରଗଡ଼ ;-ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ , ରାଜ୍ୟ ସରକାର ଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଆଜି ଥିଲା ଜନ୍ମ ଜୟନ୍ତୀ। ପାଇକମାଲ ବ୍ଲକ…

ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ

ଭାବନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୧୯.୧୧.୨୦୨୪ : ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଙ୍କ ପୌରହିତ୍ୟରେ…

ବନ୍ଧୁକ ଦେଖେଇ ଲୁଟିନେଲେ ୮ ଲକ୍ଷ ୩୦ ହଜାର ଟଙ୍କା

ବାଣପୁର :(ସେକ କୌସର ):ବନ୍ଧୁକ ମୁନରେ ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା, ୩ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ ଆଜି ସନ୍ଧ୍ୟାରେ ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାର କୁ ଅଟକାଇ ୩ ଜଣ ଦୁର୍ବୃତ୍ତ ଏକ ପଲସର ରେ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୮ ଲକ୍ଷ…

ପ୍ରାକ୍‍ ସତର୍କ ସୂଚନା, ଆଗୁଆ ପଦକ୍ଷେପ: ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍‍ ଇଣ୍ଡିଆ ପକ୍ଷରୁ ଆଲୋଚନାଚକ୍ର ଆୟୋଜିତ

- ଭାରତର ବିଭିନ୍ନ ରାଜ୍ୟ ଏବଂ ଗ୍ଲୋବାଲ ସାଉଥର ବିଭିନ୍ନ ଦେଶରୁ ସହଭାଗୀମାନେ ଏକତ୍ରିତ ହୋଇଥିଲେ - ତଟୀୟ ପରିବ୍ୟବସ୍ଥାରୁ ଲାଭ କରାଯାଇଥିବା ଶିକ୍ଷାକୁ ନେଇ ପ୍ରାକ୍‍ ସତର୍କତା ସୂଚନା ଏବଂ କାର୍ଯ୍ୟପନ୍ଥାଗୁଡିକ ସୁଦୃଢ କରିବା ଉପରେ ଆଲୋଚନା କରାଯାଇଥିଲା - ଏକ ଅଧିକ ମଜଭୁତ…

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

ରାୟଗଡ଼ : ରାୟଗଡ଼ ଜିଲ୍ଲାରେ ଆଜି ସ୍ଥାନୀୟ ବିଜୁ ପଟନାୟକ ଅଡିଟରିୟମ ରେ ଉତ୍ସାହ ସହକାରେ ପାଳନ କରାଯାଇଛି । ଉକ୍ତ କାର୍ଯକ୍ରମରେ ସର୍ବଶ୍ରୀ ହେମନ୍ତକୁମାର ନାୟକ, ସଭାପତି କୋରାପୁଟ ଜିଲ୍ଲା ସମବାୟ ସଂଘ, କୋରାପୁଟ ସଭାପତିତ୍ଵ କରିଥିବା ବେଳେ ଏହି କାର୍ଯକ୍ରମରେ ଶିବ ପଟନାୟକ , କାଳୀରମ ମାଝୀ ,…

ଆମେ କେତେ ସଚେତନ |

(" ଶାସକ ପ୍ରଶାସକ" /ଖଲ୍ଲିକୋଟ ରୁ ଶିବରାମ ଜେନା): ୧୭/୧୧, ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣପୁର ପଞ୍ଚାୟତ ର କେଶପୁର ଛକରେ ନିର୍ମିତ ହୋଇଥିବା ଶୌଚାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଦୃଶ୍ୟ ମାନ ହେଉଛି। ଏସଂକ୍ରାନ୍ତରେ କହିବାକୁ ଗଲେ, ଉକ୍ତ ଶୌଚାଳୟ ଗୃହ ଟି ଲକ୍ଷ ଲକ୍ଷ ଟଙ୍କାର…

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍।

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍। ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି…

ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ (ଏଏଚପି)ର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ

ଭୁବନେଶ୍ୱର:: ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଇଡ଼କଲ ଅଡିଟୋରିୟମରେ ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ (ଏଏଚପି)ର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ…