ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଏହାର ପୂର୍ବତନ ରାଷ୍ଟୀୟ ସଭାପତି, ରାଷ୍ଟ୍ରଭକ୍ତ ଓ ଏକାତ୍ମ ମାନବ ଦର୍ଶନ ଓ ଅନ୍ତୋଦୟ ପ୍ରଣେତା, ଆମ ସମସ୍ତଙ୍କ ମାର୍ଗଦର୍ଶକ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଗୁଡ଼ାରୀ ନଗର ଠାରେ ପଣ୍ଡିତ ଦୀନ ଦୟାଲ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବରିଷ୍ଠ ବିଜେପି ନେତା ଶ୍ରୀ ୱାଇ. ଗଣପତିଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ବିଧାୟକ ପାର୍ଥ ଶ୍ରୀ ତ୍ରିନାଥ ଗୋମାଙ୍ଗ, ଭାଜପା ର ବରିଷ୍ଠ ନେତା ଶ୍ରୀ ପ୍ରତାପ ପାଣିଗ୍ରାହୀ, ପୂର୍ବତନ ନଗର ସଭାପତି ଶ୍ରୀ ବିଜୟ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ଶ୍ରୀମତି ଗୌରୀ ମାଣ୍ଡାଙ୍ଗି, ଗୋପାଳ କୃଷ୍ଣ ଦେବପାତ୍ର,ମନଜ କୁମାର ପାଣିଗ୍ରାହୀ,ଯୁବ ନେତା ଅମର କୁମାର ସାହୁ, ଯୁବ ନେତା ରଞ୍ଜନ ରଥ, ମାଝୀ ପାଠୀ, ଶଙ୍କର ରଥ, ନରେନ୍ଦ୍ର ନିମାଲୁ ପୁରୀ, ଗଗନ କୁମାର ଲାବଣ୍ୟ, ଜଗେଶ୍ୱର କାଡ୍ରାକା, ପାତ୍ର ମାଝୀ,ଏସ.ଶ୍ରୀନିବାସ, ପ୍ରଦୀପ ପାଢ଼ୀ, ପ୍ରଦୀପ ମିଶ୍ର,ମୁନା ପଣ୍ଡା, ଶ୍ରୀକାନ୍ତ ମିଶ୍ର,ବାଙ୍କ ପ୍ରଧାନ, ବସନ୍ତ ଶବର, ଶ୍ୟାମ ପ୍ରଧାନ, ଶିମାଞ୍ଚଳ ପ୍ରଧାନ,ଲାବଣ୍ୟ ମାଝୀ, ବିରଞ୍ଚି ଶବର ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

Leave A Reply

Your email address will not be published.