ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାଣପୁର: (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗାଲୁଆ ଛକ କେନାଲ ବନ୍ଧ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବାଣପୁର କବରସ୍ଥାନ ପାର୍ଶ୍ୱରେ ଯାଇଥିବା ନାଳରେ ବ୍ୟକ୍ତିଜଣଙ୍କ ମୃତ ଶରୀର ପଡିରହିଥିବା ବେଳେ ଖବର ପାଇ ବାଣପୁର ଅଗ୍ନିଶମ…

ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ରେ ପାଞ୍ଚଦିନିଆ ଉତ୍କର୍ଷ ତାଲିମ ଶିବିର ଉଦଘାଟିତ

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଛାତ୍ରଛାତ୍ରୀ ଙ୍କ ଗଣିତ,ବିଜ୍ଞାନ,ଇଂରାଜୀ ଏବଂ ଓଡିଆ ବିଷୟ ର ଗୁଣାତ୍ମକ ଦକ୍ଷତା ର ବିକାଶ ଉଦ୍ଦେଶ୍ୟ ରେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉକ୍ତ ବିଷୟଗତ ଜ୍ଞାନ ର ଅଭିବୃଦ୍ଧି ନିମିତ୍ତ ପାଞ୍ଚଦିନିଆ…

ଜୀବନ ଦେବି ପଛେ ଇଞ୍ଚେ ଜମି ଦେବିନି:ପ୍ରଦୀପ ପୁରୋହିତ।।

ଝାରବନ୍ଧ-ମନୋହର ଦାଶ: ଗନ୍ଧମାର୍ଦ୍ଦନ ପାଇଁ ଜୀବନ ଦେବି ପଛେ ଇଂଚେ ଜମି କାହାକୁ ଦିଆଯିବ ନାହିଁ । ଗନ୍ଧମାର୍ଦ୍ଦନକୁ ଆଦାନୀ ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି । ପ୍ରସଙ୍ଗ ନ ଥିବାରୁ…

ବାରହା ପାଇଁ ଅଘଟଣ ।

https://youtu.be/rQ1-oUbT0lY ("ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗତ ରାତ୍ର ୮ଘଣ୍ଟ ସମୟ ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଥିଲା ଦୁଇ ଦୁଇଟା ଅଘଟଣ ର ଚିକିତ୍ସା । ଖବର ନେବାରୁ ଜଣାପଡିଛି ଯେ, ସ୍କୁଟି ଯୋଗେ ଆସୁଥିଲେ ତିନି ଜଣ ବ୍ୟକ୍ତି, ସେମାନେ…

କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

-ପୁରୀ ଜିଲ୍ଲାରେ ଆସନ୍ତା 2 ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ -ଧାନ କ୍ରୟ କେନ୍ଦ୍ରରେ CCTV ଲଗାଯିବା ପାଇଁ ବ୍ୟବସ୍ଥା ଭୁବନେଶ୍ୱର: ଆଜି ପୁରୀ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ 2024-25)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ୍ ନିମନ୍ତେ…

ଭୁବନେଶ୍ୱର (୧୯/୧୧): ଆସନ୍ତା ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ

ଓଡ଼ିଶା ନୌବାଣିଜ୍ୟର ଇତିହାସକୁ ଯୁବପିଢ଼ୀଙ୍କ ନିକଟରେ ପହଞ୍ଚାଇବାପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନନ୍ୟ ପ୍ରୟାସ ସଂସ୍କୃତି କକ୍ଷରେ ଜମୁଛି ଲୋକଙ୍କ ଭିଡ଼, ଡିଜିଟାଲ୍‌ କୁଇଜ୍‌ ମାଧ୍ୟମରେ ଓଡ଼ିଶାର କାଳଜୟୀ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି…

୭୧ ତମ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର: ୧୯.୧୧.୨୦୨୪/ସୁମନ୍ତ କୁମାର ଦାସ: ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ…

ବିଶ୍ଵ ଶୌଚାଳୟ ଦିବସ ଉପଲକ୍ଷେ ଜିଲ୍ଲା ଜଳ ଓ ପରିମଳ ମିଶନ ର ପ୍ରଥମ କାର୍ଯ୍ୟନିର୍ବାହୀ କମିଟି ବୈଠକ

ଜଗତସିଂହପୁର,ତା-୧୯.୧୧.୨୦୨୪/ସୁମନ୍ତ କୁମାର ଦାସ: ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛ ଶୌଚାଳୟ ଅଭିଯାନ ୧୯.୧୧.୨୪ ଠାରୁ ୧୦.୧୨.୨୪ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ…

ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ , ୬.୬ ଡିଗ୍ରୀକୁ ଖସିଲା ପାରଦ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କ୍ରୁଷି ଗବେଷଣା କେନ୍ଦ୍ର। ରବିବାର ଦିନ ୭.୭ ଡିଗ୍ରୀ ଥିବା ବେଳେ ସୋମବାର ଦିନ ୭.୨ ଡିଗ୍ରୀ ରହିଥିଲା । ସେହି ପରି ଫୁଲବାଣୀରେ 10…