ବିଷିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତିସଭା

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ବ୍ରହ୍ମଗିରିର କୃଷ୍ଣପ୍ରସାଦ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ରାଜନେତା ସ୍ଵର୍ଗତ ପ୍ରସନ୍ନ ପରିଡାଙ୍କ ସ୍ମୃତି ସଭା ସହଦେବପୁର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସଫଳ କୃଷକ, ସୁସଂଗଠକ ଭାବେ ପରିଚିତ ଥିଲେ…

ରାଷ୍ଟ୍ରପତିଙ୍କ ଦ୍ୱାରା ଅଷ୍ଟମ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ ଉଦଘାଟିତ

ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ- ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୦୩ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଥିବା ବେଳେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ‘ବିକଶିତ ଭାରତ’ର ଲାଇଟ୍…

ଖାରବେଳ ଭବନ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ଭାବରେ ମନୋନୀତ

ଭୁବନେଶ୍ୱର, ତାରିଖ ୩ ମାର୍ଚ୍ଚ ୨୦୨୫: ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ ଏବଂ ପରିଚାଳନା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବରେ ମନୋନୀତ କରିଛନ୍ତି। ଖାରବେଳ ଭବନରେ ଉପଲବ୍ଧ ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକର ସମନ୍ୱିତ ତଦାରଖର…

ଟିପିଏସ୍ଓଡିଏଲ୍ ପକ୍ଷରୁ ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, ମାର୍ଚ୍ଚ: ଟିପିଏସ୍ଓଡିଏଲ୍ ପକ୍ଷରୁ ଭାରତୀୟ ଶିଳ୍ପ ଜଗତର ପୁରୋଧା ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜନ୍ମ ବାର୍ଷିକୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଶ୍ରୀ ଜେଏନ ଟାଟାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ସହ ନୈତିକତା ଏବଂ ସଚ୍ଚୋଟତା ଦିଗରେ କମ୍ପାନୀର…

ଏକ ମାସ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ

ଭୁବନେଶ୍ୱର: ପୂର୍ବ ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ କାର୍ଯ୍ୟ ତ୍ବରାନ୍ବିତ କରାଇଥିବାରୁ ଧନ୍ୟବାଦ୍ ଦେବାସହ ଆଉ କିଛି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଦାବି ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ମାର୍ଚ୍ଚ ୩ ତାରିଖ ରେ ସାଂସଦ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ…

ନବମ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନବମ ପାଳି

ଅଭିଯୋଗ ପ୍ରକୋଷ୍ଠରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଗତ ଆଠଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୮୪ ପ୍ରତିଶତ ମାମଲାର ସମାଧାନ ହୋଇଛି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୫ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ମଞ୍ଜୁର କଲେ…

ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖରେ ପାଳନ ନ ହୋଇ ଅପ୍ରେଲ ୨୪ ତାରିଖରେ ହେବ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖରେ ଆଡମ୍ବର ସହ ପାଳନ କରାଯିବ, ଛୁଟି ହିସାବରେ ପାଳନ କରାଯିବ ନାହିଁ ଭୁବନେଶ୍ୱର: ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ…

ତୃଣମୂଳ ସ୍ତରରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, (୩/୩/୨୫): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ…

“ବିଦ୍ୟୁତ୍‍ କାଟକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମର୍‍ ଗୁଡ଼ିକୁବି ତୁରନ୍ତ ଅପଗ୍ରେଡ୍‍ କର”

ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଖରାଦିନେ ଉପୁଜୁଥିବା ବିଦ୍ୟୁତଜନିତ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ପି.ଏମ୍‍. ସୂର୍ଯ୍ୟଘର ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ଉପରେ…

ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ୨୩୧ ତମ ଜୟନ୍ତୀ ସମାରୋହ

https://youtu.be/nynEAhR4JJk ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ସନ୍ଧ୍ୟାରେ ସ୍ଥାନୀୟ କବିଚନ୍ଦ୍ର ପାଠାଗାର ପରିସରରେ ରଘୁନାଥ ପରିଚ୍ଛା ସ୍ମୃତି ସଂସଦ ଓ ସମାଜ ସେବକ ସଂଘ ମିଳିତ ସହଯୋଗରେ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ୨୩୧ ତମ ଜୟନ୍ତୀ ମହାସମାରୋହରେ…