ରାଜ୍ୟରେ ପାଳନ କରାଯିବ ଶୂନ୍ୟ ସଡ଼କ ଦୁର୍ଘଟଣା ଦିବସ
ମହିଳାଙ୍କ ନେତୃତ୍ବ ହେବ ସଡ଼କ ସୁରକ୍ଷାର ପ୍ରମୁଖ ବାହକ: ମାସେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ବର- ତା ୧୨।୩ : ସଡ଼କ ସୁରକ୍ଷା ଓ ଆଚରଣରେ ପରିବର୍ତ୍ତନ ପାଇଁ ଓଡ଼ିଶା ସରକାର ଏକ ପରିବର୍ତ୍ତନକାରୀ ପଦକ୍ଷେପ ଆଣିବାକୁ ଯାଉଛନ୍ତି। ଖୁବ୍ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ୩୦ ଦିନିିଆ…