ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି, ସର୍ବନିମ୍ନ ତାପମାତ୍ରା 4.8 ଡିଗ୍ରୀ ରେକର୍ଡ
ବାଲିଗୁଡ଼ା/ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): ଓଡ଼ିଶାର ଡାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି ପୁଣି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ନୂତନ ବର୍ଷରୁ ପ୍ରବଳ ଶୀତରେ ଥରୁଛି ଘୁ.ଉଦୟଗିରି । ଶୁକ୍ରବାର ଅର୍ଥାତ 3/01/2025 ତାରିଖରେ ଘୁ.ଉଦୟଗିରି…