ବାଣପୁର କୋର୍ଟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର:(ସେକ କୌସର):ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ହାଇକୋର୍ଟ ଭିଡିଓ…

ନିଜ ସୁରକ୍ଷା ନିଜ ହାତରେ ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଖୋର୍ଦ୍ଧା ( ଶେକ ଜାଫର) :-ଖୋର୍ଦ୍ଧା:- ମଣିଷ ଜୀବନ ଅମୁଲ୍ୟ, ଏଣୁ ଏହାର ସୁରକ୍ଷା ଆମର କର୍ତ୍ତବ୍ୟ l ଜୀବନ ସୁରକ୍ଷିତ ରହିଲେ ଦେଶ ଓ ଜାତି ହସି ଉଠିବ l ମଣିଷ ଏକ ସୁସ୍ଥ, ସୁନ୍ଦର ଜୀବନ ଅତିବାହିତ କରିପାରିବ l କିନ୍ତ ବେଳେ, ବେଳେ ତା ଜୀବନ ର ସୁରକ୍ଷା ନଷ୍ଟ ହୋଇଯାଏ l ପୋକ ମାଛି ଭଳି…

ଜିଲ୍ଲା ଆଇନ ସଭା ପ୍ରାଧୀକରଣ ବିଭାଗ ତରଫରୁ କିନ୍ନର ମାନଙ୍କ ସହ ସଚେତନତା କାର୍ଯ୍ୟକ୍ରମ l

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୩୧. ୦୧.୨୦୨୫: ଗୁରୁବାର ତା ୩୦. ୦୧.୨୦୨୫ ରିଖ ଦିନ ୩ଘଣ୍ଟା ସମୟରେ ନବରଙ୍ଗପୁର ଗାନ୍ଧିନଗର ସ୍ଥିତ "ଶକ୍ତି ସଦନ " ଠାରେ ଏକ ସଚେତନତାର କାର୍ଯ୍ୟକ୍ରମ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର କିନ୍ନର ଓ ଶକ୍ତିସଦନର ସମସ୍ତ ଅନ୍ତେ…

ଏକ ଦିବସୟ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହେପି ମୋମମେଣ୍ଟ ଇଣ୍ଡିଆ ପକ୍ଷରୁ ରାଷ୍ଟ୍ରୀୟ ସମ୍ମିଳନୀ ଏଂବ ନାଗରିକ ସମ୍ମାନ ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତଦ୍ବ ବିଧାନ ରେ ଆୟୋଜିତ…

ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ: ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ

ଜାନୁଆରୀ ୩୧ ତାରିଖ ଦିବା ୧୧ଟା ଠାରୁ ଆରମ୍ଭ ହେବପଞ୍ଜୀକରଣ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗପକ୍ଷରୁ ସୂଚନା ଭୁବନେଶ୍ୱର ତା-୩୦.୦୧.୨୦୨୫: ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମାନ୍ୟବର ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫,ଭୁବନେଶ୍ୱର ସ୍ଥିତ…

ଜିଲ୍ଲାସ୍ତରୀୟ ଶହୀଦ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ୱାଧୀନତା ପାଇଁ ବଳି ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଆଜି ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସେମାନଙ୍କ…

ଓଡିଆ ଚଳଚିତ୍ର “ସନାତନୀ” କର୍ମହିଁ ଧର୍ମ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ…

କନ୍ଧମାଳ(ଗଗନ କୁମାର ପ୍ରଧାନ): ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଓଡିଆ ଚଳଚିତ୍ର "ସନାତନି" କର୍ମହିଁ ଧର୍ମରେ ଲୁଣ୍ଠନ କାରୀ, ପ୍ରତାରଣା କାରୀ, ପ୍ରଲୋଭନ କାରୀ ଓ ଜମି ହଡପକାରୀ ଭାବରେ ପ୍ରଦର୍ଶିତ କରି ଥିବା ଅଭିଯୋଗରେ ଆଜି ଘୁ.ଉଦୟଗିରି ଖ୍ରୀଷ୍ଟିଆନ ସମୁଦାୟ ପକ୍ଷରୁ…

“ଉପହାର” ଅନୁଷ୍ଠାନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ମିନି ଷ୍ଟାଡିୟମରେ "ଉପହାର" ଅନୁଷ୍ଠାନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୁମା ବ୍ଲକର ଲୋକ ମାନଙ୍କ ପାଇଁ ଏହି ମେଗା ନିଶୁଳ୍କ ସ୍ବାସ୍ଥ୍ୟମେଳାର ଆୟୋଜନ "ଉପହାର"…

ଖପ୍ରାଖୋଲ ପୋଲିସ ତରଫରୁ ଧଣ୍ଡାମୁଣ୍ଡା ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ ୩୦/୧(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଠାରେ ଖପ୍ରାଖୋଲ ପୋଲିସ ତରଫରୁ ସଡ଼କ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି I ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ଙ୍କ ଅଧକ୍ଷତା ରେ ସ୍ଥାନୀୟ ଜବାହାର ଲାଲ ହାଇସ୍କୁଲ ଠାରେ ଛାତ୍ର…

ଘୁ.ଉଦୟଗିରି କୋର୍ଟରେ ଦୁଇ ମହିଳା ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଦେୱାନୀ ଏବଂ ଫୌଜଦାରୀ କୋର୍ଟରେ ଗୁରୁବାର ଦିନ ଦୁଇ ମହିଳା ବିଚାରପତି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ମହିଳା ବିଚାରପତି ଦ୍ବୟ ହେଲେ ଶ୍ରୀମତୀ ପ୍ରଣତି ପଟେଲ ଓ ସୁଶ୍ରୀ ଦୀପା ଦାଶ I ଏହି ଅବସରରେ ତାଙ୍କୁ ଘୁ.ଉଦୟଗିରି ବାର ଆସୋସିଏସନ…