ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫:ଦ୍ବିତୀୟ ସନ୍ଧ୍ୟାରେ ପରିବେଷିତ ହେଲା ଚିତ୍ତାକର୍ଷକ ବିଦ୍ୟାଳୟସ୍ତରୀୟ…

ଓଡ଼ଗାଁ, ୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୫ ଶୁକ୍ରବାର ୨ୟ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ସ୍ତରୀୟ ନୃତ୍ୟ ସଙ୍ଗୀତ ଥିଲା ଅତ୍ୟନ୍ତ ମନୋରମ । ଏବଂ ବିଭିନ୍ନ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଗୁଡିକର କଳାକାର ମାନଙ୍କ ଦ୍ବାରା…

ଵିଜେପିର ମିଶ୍ରଣ ପର୍ବ” ବିଜେଡି ଦଳ ତ୍ୟାଗ କରି ମିଶିଲେ ବିଜେପିର ସାମୁଖ୍ୟ ସ୍ରୋତ ରେ ।

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ:  ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବାଣିଆ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ଓ ଅନ୍ୟାନ୍ୟ ସହଯୋଗୀ ମାନେ ସାମିଲ୍ ହେଲେ ବିଜେପି ଦଳରେ । ଆଜିର ଏ ମିଶ୍ରଣ ପର୍ବ ସ୍ଥାନୀୟ ଖଲ୍ଲିକୋଟ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ…

ଶିବମନ୍ଦିରପ୍ରତିଷ୍ଠା ମହୋତ୍ସବ

ବରପାଲି :-ବରପାଲି କଲେଜଛକ ସ୍ଥିତ ମାରୁତି ନଗର ଠାରେ ତିନିଦିନ ଧରି ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିନ ଶତାଧିକ ମହିଳା କଲସ ଶୋଭାଯାତ୍ରା ସହର ପରିକ୍ରମା କରିବା ପୂର୍ବକ ବିଧିମତେ କଲସ ସ୍ଥାପନ,ଦେବାଦେବୀ ଆବାହନ ଓ…

ବହୁ ବର୍ଷ ପରେ ପାଳିତ ହେଲା ଡୁମୁରିଆ ସରକାରୀ ଉଚ୍ଚ ପ୍ରା ଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଡୁମୁରିଆ ପଂଚାୟତ ର ସରକାରୀ ଉଚ୍ଚ ପ୍ରା ଥମିକ ବିଦ୍ୟାଳୟ ରେ ବହୁ ବର୍ଷ ପରେ ପାଳିତ ହେଲା ବାର୍ଷିକ ଉତ୍ସବ ପ୍ରେ ର ଣା ୨୦୨୪-୨୦୨୫.ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଥିଲେ ସଦର…

ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା 07.2.2025 ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉପ ନିର୍ଦେଶକ ପ୍ଲୀନିଂ କାର୍ଯ୍ୟାଳୟ,ଭବାନୀପାଟଣା ସ୍ଥିତ ସଭା ଗୃହରେ ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି…

ଜଗତ ବିଜୟ ମେମୋରିଆଲ କ୍ରିକେଟ ଟୁର୍ଣା ମେଣ୍ଟ।

ଫାଇନାଲ ଖେଳ ରେ ଜୟ ଜଗନ୍ନାଥ କ୍ଳବ୍,ବାସୁଦେବପୁର ଚମ୍ପିୟାନ।  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରାଜଘୋରପୋଖରୀ ପଞ୍ଚାୟତ ଅଧୀନ ବୀଣାଦଣ୍ଡା ଠାରେ ରେନବୋ ସ୍ପଟିଂ କ୍ଳବ୍ ପକ୍ଷ ରୁ ଆୟୋଜିତ ଜଗତ ବିଜୟ ମେମୋରିଆଲ କ୍ରିକେଟ ମ୍ୟାଚ୍ ର ଉଦ୍ ଜାପାନୀ ଉତ୍ସବ…

କାନ ଛିଣ୍ଡାଇ ଦେଲେ ଯୁବକ

ଅସ୍ତରଙ୍ଗ - ଅସ୍ତରଙ୍ଗ ବ୍ଲକ ଅଧୀନ ଅସ୍ତରଙ୍ଗ ପଞ୍ଚାୟତ ମହନ୍ତ ସାହି ର ଯୁବକ ନାଗାର୍ଜୁନ ଦାସ ଙ୍କ ବାମପଟ କାନ ଦାନ୍ତରେ ଛିଣ୍ଡାଇ ଚୋବାଇ ଦେବା ଘଟଣା ଅସ୍ତରଙ୍ଗ ଅଞ୍ଚଳ ରେ ଚାଞ୍ଚଲ୍ୟ ଭଳି ଖେଳିଯାଇଛି । ସୂଚନା ମୁତାବକ ଜିଉଁନ୍ତି ନିକଟ ଜିଓଳ ଗ୍ରାମ ରେ ଏକ ଅଷ୍ଟମପ୍ରହରୀ କାର୍ଯ୍ୟକ୍ରମ ରେ…

ଆବର୍ଜନା ସୁପରିଚାଳନା କର୍ମଶାଳା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦା ରେ ଆବର୍ଜନା ର ସୁପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଚୁମକୀ ବିଶି…

ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଶମ୍ଭୁମିଳନ

ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଗବପଦର ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଙ୍କନିଧି ଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଶମ୍ଭୁମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି କାର୍ଯ୍ୟକ୍ରମରେ ମଙ୍ଗଳବାର ଅଙ୍କୁରାରୋପଣ ଓ ଅଧିବାସ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରୌପ୍ୟଜୟନ୍ତୀ ଉତ୍ସବ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପଞ୍ଚବିଂଶତମ ବାର୍ଷିକ ଉତ୍ସବ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୋରଡ଼ା ବିଧାୟକ ନୀଳମଣି…