ଆଜିଠାରୁ ୧୦ ଦିନ ବ୍ୟାପି ଜାତୀୟ ର୍ୟାଙ୍କିଙ୍ଗ୍ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ
ପୁରୀ (ଅନିମେଶ ପଟ୍ଟନାୟକ): ପୁରୀରେ ଆଜିଠାରୁ ଜାତୀୟ ର୍ୟାଙ୍କିଙ୍ଗ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ । ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ମାର୍ଚ୍ଚ ୧ ରୁ ୧୦ ତାରିଖ ଯାଏଁ ଏହି ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ ବୋଲି ଓଡିଶା ତୀରନ୍ଦାଜ ସଂଘର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ…