“ମହିଳାମାନଙ୍କୁ ସମାନ ଅଧିକାର ଏବଂ ସୁଯୋଗ ପ୍ରଦାନ କରିବା ଆମ ସମାଜର ଏକ ମୁଖ୍ୟ ଦାୟିତ୍ୱ” : ଜଷ୍ଟିସ…
https://youtu.be/zrKduNisBEA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଟ୍ରଷ୍ଟ ପ୍ରାଙ୍ଗଣରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଜଷ୍ଟିସ କର୍ଣ୍ଣର ଟ୍ରଷ୍ଟ ପକ୍ଷରୁ ଏକ ବିଶେଷ ସମାରୋହ ଆୟୋଜନ କରାଯାଇଥିଲା।ଉକ୍ତ…