କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରିୟ କର୍ମଶାଳା” ଲକ୍ଷପତି ଦିଦି “

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୧୧.୩.୨୦୨୫: ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସ୍ଵାଧୀନତା ଏବଂ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରିବା ,ବିଭିନ୍ନ ଜୀବିକା ଉପରେ କୌଶଳ ବୃଦ୍ଧି ସହ ମହିଳା ସଶକ୍ତିକରଣ ପାଇଁ "ଲକ୍ଷପତି ଦିଦି "ସୃଷ୍ଟି କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ…

ଶ୍ରୀଶ୍ରୀ ବାବା ଡୁଙ୍ଗୁରି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମାପନ

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି ଗଣ୍ଡପାଲି ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ଶ୍ରୀଶ୍ରୀ ଡୁଙ୍ଗୁରି ବାବା ମନ୍ଦିର, ରଙ୍ଗମାଟିଆ-କନ୍ଧଡିହ ମୈିଜାର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦିର୍ଘ ୫ ଦିନ ବ୍ୟାପି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉତ୍ସବ ମାର୍ଚ୍ଚ ୫ ତାରିଖ…

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା: ୧୧-୦୩-୨୦୨୫ରିଖ ଦିନ ୧୧ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ସୁଶ୍ରୀ କିରନ ଦୀପ କୌର ସହତାଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଉତ୍କଳଦିବସ ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି…

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ

ରାୟଗଡା: ଜେକେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ ଓ ବନବାସୀ କଲ୍ଯାଣ ଆଶ୍ରମ ସହଯୋଗ ବନଶ୍ରୀ ସାଧନା ନିର୍ମାଣ କରାଯାଇ ଥିଲା। ଏଥିରେ ବନବାସୀ ମାନଙ୍କର ସାମାଜିକ, ସାଂସ୍କୃତିକ, ଏବଂ ଆର୍ଥିକ ଦକ୍ଷତାକୁ ବିକାଶ ପାଇଁ ଉପଯୋଗ କରାଯିବ। ଏହି ହଲ୍ କୁ ଆନୁଷ୍ଠାନିକ ଭାବେ କାଗଜ କଳ ର ମୁଖ୍ୟ ବିନୟ…

୨୪ ତାରିଖରେ ୧୨ ଦଫା ଦାବୀ ନେଇ ବିଧାନ ସଭା ଘେରିବେ ନବରଙ୍ଗପୁର ଜିଲ୍ଲା ରଙ୍ଗତୁଳୀ କଳାକାର ସଂଘ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୩/୨୫ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ନବରଙ୍ଗପୁର ଜିଲ୍ଲା ରଙ୍ଗତୁଳି କଳାକାର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କର୍ସ ଏସୋସିଏସନ୍…

ଦୁର୍ଘଟଣା କୁ ଅପେକ୍ଷା କରିଛି ମେଦନା ଠାରୁ ଏକମ୍ବା ରାସ୍ତା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଠାରୁ ଝରିଗାଁ ବ୍ଲକ ଏକମ୍ବା ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣା କୁ ଅପେକ୍ଷା କରିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମିତ ଏହି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ…

ପୋଲିସ କୁ ଖୋଲା ଚେଲେଞ୍ଚ

ମୟୁରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନରେ ଥିବା ଝାରପୋଖରିଆ ସେକ୍ସନ ଅଧିନରେ ରହିଥିବା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଜାମଶାଳା ଠାରେ ରବିବାର ପ୍ରାୟ ରାତ୍ର ୧୨ ଘଟିକା ପରେ ପରେ ୧୦ଟି ୧୧କେ.ଭି ବିଦ୍ୟୁତ ଖୁଣ୍ଟରୁ ଦୁର୍ବୁତ୍ତମାନେ ସମସ୍ତ…

ସଚେତନତା ଓ ଚିକିତ୍ସାରୁ ଯେପରି କୌଣସି ଶିଶୁ ବଞ୍ଚିତ ନ ହେଉ: ମାନ୍ୟବର ମନ୍ତ୍ରୀ

ସିକିଲ୍ ସେଲ୍ ଆନିମିଆ ଏବଂ ଥାଲାସେମିଆ ନିରାକରଣ ନେଇ ଜାତୀୟସ୍ତରୀୟ କର୍ମଶାଳା ଉଦଘାଟିତ  ୨୦୪୭ ସୁଦ୍ଧା ସିକିଲ୍ ସେଲ୍ ଆନିମିଆ ଦୂରୀକରଣ ପାଇଁ ଲକ୍ଷ୍ୟ  କର୍ମଶାଳାରେ ୨୫୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଯୋଗଦାନ ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୫:‘ସିକିଲ୍ ସେଲ୍ ଏବଂ…

ଲକ୍ଷପତି ଦିଦି ଯୋଜନା ଅନ୍ତର୍ଗତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଆଜି ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଆକାଂକ୍ଷୀ ଏବଂ ଆଦିବାସୀ ଜିଲ୍ଲାରେ ୧ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ଵ ଲକ୍ଷପତି ଦିଦି ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କୁ ପ୍ରଶିକ୍ଷଣ ଓ ବ୍ୟବସାୟ ବିକାଶ (ବିଡିପି) ଯୋଜନା ପ୍ରସ୍ତୁତ ଭୁବନେଶ୍ୱର, ତା…