ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ ଦ୍ବାରା ଆୟୋଜିତ ଶିବିରରେ ବନ୍ଦନା ନାୟାର ଟିମ୍ ଲିଡର୍, ଲହଡ଼ିମାଳା ପ୍ରଧାନ ଓଡ଼ଗାଁ ଶିଶୁ…

ପାରିଶ୍ରମିକ ପାଇବା ଦାବିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,

ଏଜେନ୍ସିର ଅବହେଳା ପାଇଁ ପାରିଶ୍ରମିକ ବନ୍ଦ, ଏନ୍ଏସି ସାରା କୁଢ଼ କୁଢ଼ ଆବର୍ଯ୍ୟନା ଓଡ଼ଗାଁ ୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଦୁଇ ମାସଧରି ପାରିଶ୍ରମିକ ନମିଳିବା ଘଟଣାରେ ବୁଧବାର ଓଡ଼ଗାଁ ଏନ୍ଏସିର ସଫେଇ…

ସମାଜସେବୀ ସୂର୍ଯ୍ୟ ଭାଇଙ୍କ ପାଇଁ ସ୍ମୃତି ସଭା

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ୍ ଛକ ଘରେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ଚୈ।ଧୁରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଦ୍ବାଦଶ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବ୍ରହ୍ମ କୁମାରୀ ଉପସେବାକେନ୍ଦ୍ର ଓଡ଼ଗାଁର ମୁଖ୍ୟ ସଞ୍ଚାଳିକା ବାସନ୍ତୀ ଭଉଣୀଙ୍କ ପରିଚାଳନାରେ…

କବିସମ୍ରାଟ ଙ୍କ ଏନ୍ତୁଡ଼ିଶାଳ ରେ ଭଂଜ ଜୟନ୍ତୀ ପାଳିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଆ ଅସ୍ମିତାକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ଯେଉଁ ସାରସ୍ଵତ ସାଧକ , କର୍ଣ୍ଣଧାର ଥିଲେ , ସେହି ଯୋଗଜନ୍ମା ମହାପୁରୁଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ତାଙ୍କରି ଏନ୍ତୁଡ଼ିଶାଳ କୁଲାଡ଼ଗଡର ଭଞ୍ଜ ମଣ୍ଡପଠାରେ ଆଜି ୧୨ ମାର୍ଚ୍ଚ ୨୦୨୫…

ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ

ଭୁବନେଶ୍ବର, ୧୨/୦୩/୨୦୨୫:ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ…

ଅଜଣା ଗାଡି ଧକ୍କାରେ କେନ୍ଦ୍ର ରେଳପଥ କର୍ମଚାରୀଙ୍କ ମୃତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଶ୍ରୀ ଯୋଗେନ୍ଦ୍ର ନିହାଲ ପିତା ସ୍ବର୍ଗୀୟ ବଳଦେବ ନିହାଲ ବୟସ ୨୬ ଗ୍ରାମ ପାଶ୍ଟିକୁଡ଼ି। ସେ ଜୁନାଗଡ଼ ରେଲୱେ ଷ୍ଟେସନ ରେ ଆସିଷ୍ଟାଣ୍ଟ କ୍ୟାରେଜ ଓ ୱାଗନ ରୂପେ କାର୍ଯ୍ୟରତ ଥିଲେ। ସବୁଦିନ ଭଳି ଗତ ତା ୦୭. ୦୩. ୨୫ ଦିନ ନିଜର ଦୈନନ୍ଦିନ…

ବେଲପଡା ବ୍ଲକରେ ପ୍ରଶାସନର ଅଜବ ନୀତି ଦେଖି ଭିନ୍ନକ୍ଷମ ବ୍ୟକ୍ତିର ବଢିଛି ଦୁର୍ଗତି

ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ଜଣେ ଭିନ୍ନକ୍ଷମ ବ୍ୟକ୍ତି କୁ ଭତ୍ତା ଟଙ୍କା ଦେଇ ଏବେ ପୁଣି ବାକିତକ ଟଙ୍କା ଫେରାଇଵା କୁ ମାଗୁଥିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି |ଯାହାର ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ ସେ କହିଛନ୍ତି ଯେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସଭା କୁ…

କୋଡିଙ୍ଗା ମାଳି ଖନନ ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ପ୍ରସ୍ତୁତି ବୈଠକ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ସୀମାନ୍ତ ବର୍ତୀ ଅଞ୍ଚଳ କଂସା ରି ଗୁଡ଼ା ଠାରେ ନିର୍ମିତ ହେବାକୁ ଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳ ବାସି ଜମି ଭୂମି ବାଶ ହରାଇ ଦୀର୍ଘ ୨୦ବର୍ଷ ର ସଂଘର୍ଷ ପରେ…

କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା ବରପାଲି :ବରଗଡ ଜିଲ୍ଲା ବରପାଲି ବ୍ଲକ

କଟାପାଲି ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ବାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବା ବେଳେ ବରଗଡ ଡି ଆର ସି ଏସ ଯୁଗଳ…

ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଫଗୁନୁ ନାଏକ ଙ୍କ ସଭାପତିତ୍ୱ ରେ…