ସାପ ଧରାଳିଙ୍କ ଦ୍ୱାରା ୩୪ ଟି ନାଗ ସାପ ଅଣ୍ଡା ଉଦ୍ଧାର,ନାଗ ଗାଏବ।
ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ର କୃପାସିନ୍ଧୁ ସ୍ୱାଇଁ ଙ୍କ ବାଡିରୁ ରବିବାର ଦିନ ୩୪ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଛି ଯାହାକୁ ଦେଖିବା ପାଇଁ ଅନେକ ଲୋକ ଙ୍କ ସମାଗମ ହୋଇଥିଲେ। ସୂଚନା ମୁତାବକ ରବିବାର ଉକ୍ତ ବ୍ୟକ୍ତି ଙ୍କ ବାଡ଼ିରେ ଧାନ ଉସିଆଁ ଚୁଲି ନିକଟରେ ଧାନ…