ଟିପିଡବ୍ଲୁଓଡିଏଲ୍ ଦ୍ୱାରା ଖରିଆରଠାରେ ନୂତନ ସବ୍-ଷ୍ଟୋର୍ ଉଦଘାଟିତ

ବୁର୍ଲା/ନୂଆପଡା, ୨୧-୦୩-୨୦୨୫:ଟିପିଡବ୍ଲୁଓଡିଏଲ୍ ଦ୍ୱାରା ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆରଠାରେ ଏକ ନୂତନ ସବ୍-ଷ୍ଟୋରର ଉଦଘାଟନ୍ କରାଯାଇଅଛି । ଏହି ସବ୍-ଷ୍ଟୋର୍ ପ୍ରତିଷ୍ଠା ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିର ସୃଦୃଢିକରଣ ତଥା ଯଥାଶୀଘ୍ର ବିଦ୍ୟୁତ୍ ସେବାର ପୁନଃରୁଦ୍ଧାର ଦିଗରେ…

ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର , ୨୧ ମାର୍ଚ୍ଚ : ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ…

ସୋଆ ଏବଂ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ୨୧ ମାର୍ଚ୍ଚ : ପ୍ରତିଭାର ବିକାଶକୁ ତ୍ୱରାନ୍ୱିତ କରିବା, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଏବଂ ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ମଧ୍ୟରେ…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ଭୁବନେଶ୍ୱର/ ୨୧.୦୩- ବରିଷ୍ଠ ବିଜେପି ନେତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛି ଓଡ଼ିଆ ଯୁବକ ରାଜେଶ କୁମାର ପରିଡ଼ାଙ୍କ ମରଶରୀର। ଏ ନେଇ ଶ୍ରୀ ପଣ୍ଡା ଚଳିତ ମାସ ୧୮ ତାରିଖରେ ଦୁବାଇରେ ଅବସ୍ଥାପିତ ଭାରତୀୟ…

ସଞ୍ଜୟ ଓ ଅମରଙ୍କୁ ଚେନ୍ନାଇ ବିମାନ ବନ୍ଦରରେ ସ୍ଵାଗତ କଲେ ସାଂସଦ ଦୟାନିଧି ମାରାନ୍ ଏଵଂ କାନିମୋଝି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ଦ୍ବାରା ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ଯାଇଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକଙ୍କୁ ଚେନ୍ନାଇ…

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି

ବିଧାନସଭାରେ ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଭୁୁବନେଶ୍ୱର(୨୧.୦୩.୨୦୨୫): ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି ।…

ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି

ବାସ୍ତବ ସମୟ ଅନୁଧ୍ୟାନ: ନୂତନ କେନ୍ଦ୍ରୀଭୂତ ବିଦ୍ୟୁତ୍ ବିତରଣ ପ୍ରଯୁକ୍ତି କେନ୍ଦ୍ର ଗ୍ରିଡ୍ ନିରୀକ୍ଷଣରେ ଉନ୍ନତି ଆଣିଛି ଭିତ୍ତିଭୂମିିରେ ଉନ୍ନତି: ଭୋଲଟେଜ୍ ସ୍ଥିରତା ପାଇଁ ସବ୍‌-ଟ୍ରାନ୍ସମିସନ୍‌ର ସୁଦୃଢ଼ୀକରଣ ଏବଂ ନେଟୱାର୍କ ସମ୍ପ୍ରସାରଣ ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ:…

ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡ ଜିଲ୍ଲା ବିଭିନ୍ନ ଯୋଜନା ନାମରେ ଚାଲିଛି ସରକାରୀ ଅର୍ଥର ହରିଲୁଟ

ଜଳଛାୟା ମିଶନରେ ୨୫ କୋଟି ଟଙ୍କା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି ରାୟଗଡ: ରାୟଗଡ ଜିଲ୍ଲା ଜଳଛାୟା ମିଶନରେ ବ୍ୟାପକ ଦୁର୍ନୀତିର ତଦନ୍ତ କରିବ ଜିଲ୍ଲା କଂଗ୍ରେସ କମିଟି, ରାୟଗଡ ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସରଣକ୍ଷଣ ବିଭାଗ ତରଫରୁ କାଶୀପୁର ବ୍ଲକରେ ଆମ୍ବ,…

ଶଶୁର ଘରେ ଜ୍ବାଇଁକୁ ହତ୍ୟା ଅଭିଯୋଗ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୁଲକି ଗ୍ରାମରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଦୁଲକି ଗ୍ରାମରେ ନିଜ ଜ୍ବାଇଁକୁ ହତ୍ୟା କରିଛନ୍ତି ବୋଲି ମୃତକ ପରିବାର କହୁଛନ୍ତି , ମୃତ ବ୍ୟକ୍ତି ହେଉଛନ୍ତି ଲଷ୍ମୀପୂର ବ୍ଲକ ଲୁଲୁପଦର ଗ୍ରାମର କୁମାର ସ୍ୱାମୀ ହଳବା…

ଖଡ଼ିଛୁଆଁ ଉତ୍ସବ ପାଇଁ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର

ପୁରୀ ( ଅନିମେଶ ପଟ୍ଟନାୟକ): ପ୍ରତ୍ୟେକ ଅଭିଭାବକଙ୍କ ଘରେ ପହଞ୍ଚିଛି ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ପତ୍ର । ଜାତୀୟ ଶିକ୍ଷା ନିତି ୨୦୨୦ ଅନୁଯାୟୀ ଅପ୍ରେଲ ୨ରୁ ପ୍ରତି ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି…