ଓଡ଼ଗାଁରୁ ସାଇବର ଫ୍ରଡ୍ ଘଟଣାରେ ୩ ଯୁବକଙ୍କୁ ଉଠାଇନେଲା ଛତିଶଗଡ ପୋଲିସ

ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଓଡ଼ଗାଁ ଏନ୍ଏସିର ସାଇବର ଫ୍ରଡ୍ ମାମଲାର ୩ ଅଭିଯୁକ୍ତ ଯୁବକଙ୍କୁ ଉଠାଇନେଲା ଛତିଶଗଡ ପୋଲିସ । ସେମାନେ ହେଲେ ଓଡ଼ଗାଁ ଜାରିଙ୍ଗି ନୂଆ ସାହିର କାମରାଜ ଆଚାରୀଙ୍କ ପୁଅ ଶିବଶଙ୍କର ଆଚାରୀ(୨୩), ମଠଖଜୁରିଆର ମହେଶ୍ୱର…

ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟିକ ସମସ୍ୟାର ସ୍ଥାୟୀ ସମାଧାନ ନେଇ କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ…

ଭୁବନେଶ୍ୱର, ୨୭ ।୩: ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍କୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରକଳ୍ପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ ୱାଶିଂଟନ୍…

ଫୁଲନଖରା ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲରେ ‘ହାର୍ଣ୍ଣିଆ ମାଷ୍ଟର କ୍ଲାସ’

ଭୁବନେଶ୍ୱର, ମାର୍ଚ୍ଚ ୨୭: ହାର୍ଣ୍ଣିଆ ରୋଗର ଉପଚାର ନିମନ୍ତେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ ଠାରେ ମଙ୍ଗଳବାର ଏକ କର୍ମଶାଳା…

ଜୀବନବ୍ୟାପି ସାଧନା ଓ ସେବା ପାଇଁ ସୋଆ ପ୍ରତିଷ୍ଠାତା ସଭାପତି ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ଦ୍ୱାରା ସମ୍ମାନିତ

ଭୁବନେଶ୍ୱର, ମାର୍ଚ୍ଚ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବାଲିପୁଟ (ପୁରୀ)ର ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଅଛି ।ପରିଷଦର…

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପାରଳଖେମୁଣ୍ଡି ଶାଖାର ସ୍ବତନ୍ତ୍ର ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ଅନୁଷ୍ଠାନର ସଭାପତି ଅଶ୍ଵିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସୁରେଶ ବେହେରା ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାକ୍ ସୂଚନା ଦେଇଥିଲେ। ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର…

ଧୂମୂଛାଇ ପଂଚାୟତ ସମିତିସଭ୍ୟ ପଦବୀ ପାଇଁ ବିଜେପି ପ୍ରାର୍ଥୀ ଶ୍ୟାମ ସୁନ୍ଦରଙ୍କ ପ୍ରାର୍ଥୀପତ୍ର ଦାଖଲ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ସେପ୍ଟେମ୍ବର ମାସରେ ଧୂମୂଛାଇ ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ଅଧ୍ୟକ୍ଷ ଏବଂ ଧୂମୂଛାଇ ସମିତିସଭ୍ୟ ପଦ ଖାଲି ପଡ଼ିଥିଲା I କିଛିଦିନ ତଳେ ବେଲଗୁଣ୍ଠା ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ…

ଶିଶୁଙ୍କୁ ରକ୍ତଦାନ କଲେ ମିଥୁନ୍ ଗୁରୁଜୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ସିକିଲ୍ସ୍ ପୀଡ଼ିତ ଆଠ ବର୍ଷର ଶିଶୁକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଯୁବ ଗୁରୁଜୀ ମିଥୁନ୍ ନାୟକ I ସୂଚନା ପ୍ରକାରେ ଭେଜିପୁଟ ଗ୍ରାମର ସାବିତ୍ରି ପ୍ରଧାନ ଏବଂ ବସନ୍ତ…

ପଡା ଛକ ଠାରେ ଦୁର୍ଘଟଣା

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ପଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ରାସ୍ତା କଡ ରେ ଛିଡ଼ା ହେଇଥିବା ଟ୍ରକ କୁ ପିଟିଲା ବାଇକ୍ ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି l ଗୁରୁତର ହୋଇଥିବା ବ୍ୟକ୍ତି ଜଣ ଙ୍କ ନାମ…

ବିଧାନସଭା ଘେରାଓ ନାଁରେ କଂଗ୍ରେସ ଦଳର ଗୁଣ୍ଡାଗର୍ଦ୍ଦି

ରାଜନୀତିରେ ଅପରାଧିକରଣର ସ୍ରଷ୍ଟା ହେଉଛି କଂଗ୍ରେସ ଦଳ: ମନମୋହନ ସାମଲ  ଅପରାଧୀମାନଙ୍କୁ ପ୍ରଥମେ ରାଜନୀତିରେ ସ୍ଥାନ ଦେଇଥିଲା କଂଗ୍ରେସ ଦଳ ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କ…

ଦମ ଦେଖାଇଲା କଂଗ୍ରେସ, ଦେଲା ରଣ ହୁଙ୍କାର: ନାରୀ ନ୍ୟାୟ ପାଇଁ କଲା ବିଧାନସଭା ଘେରାଉ

ଓଡ଼ିଶା ଆଜି ମହିଳାମାନଙ୍କ ପାଇଁ ଏକ ନିରାପଦ ନୁହେଁ ଭୁବନେଶ୍ଵର : ରାଜ୍ୟରେ ମହିଳା ତଥା ଅପ୍ରାପ୍ତ ବୟସ୍କା ଛାତ୍ରୀମାନଙ୍କର ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ମହିଳା କଂଗ୍ରେସ ନେତୃବନ୍ଦ,…