ଓଡ଼ଗାଁ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩ୟ ଦିନ
ଜଟଣୀ ଏବଂ କେଉଁଝର ମଧ୍ୟରେ ହେବ ଫାଇନାଲ ଖେଳ
ଓଡ଼ଗାଁ,୨୮।୬(ଶ୍ରୀକାନ୍ତ କୁମାର ମିଶ୍ର) :ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରଥମ ଡେଭିଡ ପ୍ରତିହାରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଶନିବାର ୩ୟ…