ମହାପ୍ରଭୁଙ୍କ ବଳରାମ ଏବଂ ନୃସିଂହ ଅବତାର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଲୀଳା ଚାଲିଥିବା ବେଳେ ବେଲଗୁଣ୍ଠାର ବିଭିନ୍ନ ଆଡ଼ପ ମଣ୍ଡପରେ ମହାପ୍ରଭୁ ଭିନ୍ନ ଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ଏହି ଅବସରରେ ଗୁରୁବାର ଦିନ ସହରର ବାଲିଡି ସାହି ଆଡ଼ପ ମଣ୍ଡପରେ ଜଗନ୍ନାଥ ବଳରାମ ଅବତାରରେ…