ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ରାସ୍ତା ରେ ହାଣିଲେ ଦୁର୍ବୁତ୍ତ, ଥାନାରେ ୨ଅଟକ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ). ପୂର୍ବତନ ସରପଞ୍ଚ ଙ୍କୁ ବିଚ୍ ରାସ୍ତା ରେ ଗୋଡାଇ ଗୋଡାଇ ହାଣିଲେ l ଏଭଲି ଲୋମହର୍ଷକlରି ଘଟଣା ଘଟିଛି ରାମପୁର ଥାନା ପଣ୍ଡରାପାଳି ଗ୍ରାମ ନିକଟରେ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ…