ବରପାଲି ବିଜେଡି ପକ୍ଷରୁ ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ
ବରପାଲି :-ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ନିର୍ଯାତନା ଓ ଆତ୍ମହତ୍ୟା ଘଟଣା କୁ ନେଇ ଆଜି ବରପାଲି ରେ ବିଜେଡି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଆଜି ବିଜେଡି ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ରୀତା ସାହୁ ଙ୍କ ନେତୃତ୍ବ ରେ ବହୁ ନେତା ଓ କର୍ମୀ…