ଜିଲ୍ଲା ସ୍ତରୀୟ କାଉନସିଲର ତାଲିମ ଶିବିର: ବିକଶିତ ଓଡ଼ିଶା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ
ନୟାଗଡ଼(ବିଶ୍ୱଜିତ ନାୟକ) -୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କ ଖୁବ ଅବଦାନ ରହିଛି ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମତ ବ୍ୟକ୍ତ କରିଛନ୍ତି । ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା…