- Hits: 3093
ବିଜେପୁର ଉପନିର୍ବାଚନ: ପ୍ରଚାରରେ ଆଗୁଆ ବିଜେଡି
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର ପ୍ରଚାର ସେତେ ମାତ୍ରାରେ ତୀବ୍ର ହେବାରେ ଲାଗିଛି । ଏହି ଉପନିର୍ବାଚନ ଜିତିବା ପାଇଁ ସବୁ ଦଳ ତରଫରୁ ଜୋରଦାର ପ୍ରୟାସ କରାଯାଉଛି । ହେଲେ...









