ହେଡଲାଇନସ୍:

କଣ ଠେସା ହେଲାପରେ ବିଜେପି ଛାଡିଲେ ଅଶୋକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବିଜେପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀ ଅଶୋକ ପାଣିଗ୍ରାହୀ ଆଜି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପୁର ଉପନିର୍ବାଚନ ଘୋଷଣା ହେବା ପରଠାରୁ ଅଶୋକ ଅସନ୍ତୁଷ୍ଟ ଥିଲେ । ବିଜେପୁର ରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ସନତ ଙ୍କୁ ପ୍ରାର୍ଥୀ କରିବା , ଏହିପରି ଅନେକ  କାରଣରୁ ସେ ଭିତରେ ଭିତରେ କୁହୁଲୁ ଥିଲେ । ଦଳ ତାଙ୍କୁ ଅଣଦେଖା କରୁଛି । ଯେଉଁମାନେ ଅନ୍ୟ ଦଳରୁ ବିଜେପି କୁ ଆସନ୍ତି ବିଜେପି ସେମାନଙ୍କୁ ବ୍ୟବହାର କରି ଫିଙ୍ଗି ଦେଇଥାଏ । ସେ ବର୍ତମାନ ନିର୍ବାଚନ ଶେଷ ହେବା ପର୍ଯନ୍ତ କୋଣସି ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଅଶୋକ ପାଣିଗ୍ରାହୀ

0
0
0
s2sdefault