- Hits: 590
ବିଷାକ୍ତ ଛତୁ ଖାଇ ୨ଟି ପରିବାରର ୫ ଜଣ ଅସୁସ୍ଥ
ବଡ଼ବିଲ/Chitta Ranjan Kar: କେନ୍ଦୁଝର ଜିଲ୍ଲା ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ପାଲ ହଟିଂ ଅଂଚଳର ୩ ଜଣ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି। ରାଜେନ୍ଦ୍ର ଦାସ, ସ୍ତ୍ରୀ ଲାଲିକା ଦାସ ଏବଂ ୧୦ ବର୍ଷର ଝିଅ ମୋନିକା ଦାସଙ୍କୁ ବଡ଼ବିଲ...