- Hits: 889
ଓଡିଶା ସରକାର ନିଦରେ, ସ୍ଥାନୀୟ ପ୍ରଶାସନ ଉଦାସୀନ : ବିଛିନ୍ନାଂଚଳର ଅଧିବାସୀଙ୍କ ଚେତାବନୀ " ଛତିଶଗଡ଼ ରେ ମିଶିବୁ"
ପାଇକମାଲ:- ( ଗୌରାଙ୍ଗ ଚରଣ ଦାସ) ପାଇକମାଲ ବ୍ଲକ ର ଚରଦାପାଲି ଗ୍ରାମ ପାୟତର ର ପ୍ରାୟ 7000 ଲୋକଙ୍କର ଦୁଃଖ ଓ ଅସୁବିଧା କହିଲେ ନସରେ। ସ୍ଵାଧୀନତା ପରେ ମଧ୍ୟ ଲୋକଙ୍କୁ ଏହି ଅଂଚଳରେ ନାନା ପ୍ରକାର ସମସ୍ୟା ର...