ହେଡଲାଇନସ୍:

ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସମ୍ବଲପୁରୀ ଦିନ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ଆଜି ହେଉଛି ସୋନପୁରର ବରପୁତ୍ର ତଥା କୋଶଲି ଭାଷା ସାହିତ୍ୟ ସଂସ୍କୃତି ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ । ବିଶିଷ୍ଟ କବି, ଲେଖକ ତଥା ଭାଷାବିତ୍ ସମ୍ବଲପୁରୀ ଭାଷାକୁ ପରିଚୟ ଦେଇଥିବା ସେଇ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିନକୁ ଆଜି ସାରା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରର ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମସ୍ତ କର୍ମଚାରୀ ମାନେ ସମ୍ବଲପୁରୀ ଦିନ ପାଳନ କରିଥିଲେ।

0
0
0
s2sdefault