- Hits: 2173
କୋଉ ରେଟରେ ଢୋକିଲେ ଏମିତିକା କୋଠା ହେବ !!!
ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ଆଜି ପୂର୍ବାହ୍ନରେ...