- Hits: 461
ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଜିଦ୍ଖୋର ମନୋଭାବ ହିଁ ଦାୟୀ ରହିବ : ଡିପ୍ଲୋମା ଇଞ୍ଜିନିୟର ସଂଘ
ନ୍ୟାର୍ଯ୍ୟ ଦାବୀ ପୁରଣ ନ ହେଲେ ସେପ୍ଟମ୍ୱର ୧୮ରୁ ସମୁହ ଛୁଟି ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ସରକାର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ନ୍ୟାର୍ଯ୍ୟଦାବୀ ଗୁଡିକ ପୁରଣ ନକଲେ ଆସନ୍ତା ସେପ୍ଟେମ୍ବର ମାସ ୧୮ ତାରିଖରୁ ୩୧ ତାରିଖ...