- Hits: 678
ବଲାଙ୍ଗୀରର ସୁରକ୍ଷାଚକ୍ର ରୁପେ ବିବେଚିତ ବାଏପାସ/ ରିଂ ରୋଡ୍ ଥିଲେ ପୁଣି ଏକ ନିରିହ ଯୁବକଙ୍କ ମୃତ୍ୟୁ ହୋଇନଥାନ୍ତା ।
ବଲାଙ୍ଗୀର/ ନିରୋଜ ମିଶ୍ର : ଶନିବାର ରାତି ପାଖାପାଖି ୧୦.୩୦ମି ସମୟରେ ବଲାଙ୍ଗୀର କୋଶଳ କଳାମଣ୍ଡଳ ରାସ୍ତା ରେ ଦୃତଗତିରେ ଥିବା ଗୋଟିଏ ଭାରିଯାନ ୰ବେଣ୍ଟୁ ସୁନା,(ହୋମଗାର୍ଡ) , ନିବାସୀ କଦମ ପଡା ଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ତାଙ୍କର...