- Hits: 1942
ବରଗଡ଼ ରେ ଠାବ ହୋଇଛି ନକଲି ମଦ ତିଆରୀ କାରଖାନା
ବରଗଡ(ଶାସକ ପ୍ରଶାସକ) :- କରୋନା ସଂକ୍ରମଣ ପାଇଁ ସମଗ୍ର ଅଞ୍ଚଳ ଲକ୍ ଡାଉନ ଥିବାବେଳେ ବରଗଡ଼ ରେ ଠାବ ହୋଇଛି ନକଲି ମଦ ତିଆରୀ କାରଖାନା ।ଏହି ଘଟଣା ରେ ପୋଲିସ ୨ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ସମେତ ମଦ ତିଆରି...












