ହେଡଲାଇନସ୍:

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ପଜିଟିଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଆଜି ନିଜ ଟୁଇଟର ହାଣ୍ଡଲରେ ଏହା ନିଜେ ଉଲ୍ଲେଖ କରିଛନ୍ତି | ସେ ଟୁଇଟ କରିଛନ୍ତି ଯେ ଆଜି ପରୀକ୍ଷା ବେଳେ ତାଙ୍କର  କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ କରିଛନ୍ତି ସେମାନେ ନିଜକୁ ଅଲଗା କରିବାକୁ ମଧ୍ୟ ନିବେଦନ କରିଛନ୍ତି ଶ୍ରୀ ପଟେଲ | 

0
0
0
s2sdefault