- Hits: 319
ହାଥରସ ଓ ବଳରାମପୁର ବଳାତ୍କାର ଘଟଣାର ବିରୋଧ :ସୁପ୍ରିମ କୋର୍ଟଙ୍କ ତଦାରଖରେ ଯାଞ୍ଚ ଦାବି କଲେ ପ୍ରଦର୍ଶନକାରୀ!
ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଥରସ ଗଣବଳାତ୍କାର ମାମଲା ଥଣ୍ଡା ନ ହେଉଣୁ, ଉତ୍ତର ପ୍ରଦେଶରେ ଆଉ ଏକ ବଳାତ୍କାର ଘଟଣା ସାମନାକୁ ଆସିଛି। ଏଥର ବଳରାମପୁରରେ। ଵାରମ୍ବାର ଏହାର ଶୀକାର ହେଉଛନ୍ତି ଦଳିତ ଗୋଷ୍ଠୀର ଝିଅମାନେ। ଏହି ଘଟଣା ଯୋଗୁଁ ଆଜି...








