ହେଡଲାଇନସ୍:

ଦେଶ ସହ ତାଳ ଦେଇ କମୁଛି କରୋନାର ପ୍ରଭାବ, ହେଲେ ତଥାପି ସ୍ଥିତି ଉଦ୍ବେଗମୁକ୍ତ ନୁହେଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦେଶରେ ୬୬  ଲକ୍ଷ, ରାଜ୍ୟରେ ୨.୩୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

  • ଭାରତରେ ୭୪,୪୪୨ ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୨୬୧୭ ଜଣ

  • ଆଜି ଦେଶରେ ପ୍ରାଣ ହରାଇଛନ୍ତି  ୯୦୩  , ଓଡ଼ିଶାରେ ୧୭ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ୬୬ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ୨.୩୫ଲକ୍ଷ |  ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୪,୪୪୨  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୨୬୧୭   ଜଣ | ସାରାଦେଶରେ ଗତ ୨୪ ଘଣ୍ଟା ଭିତରେ ୯୦୩  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଯାଇଛି ୧୭  ଜୀବନ  | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୬୬,୨୩,୮୧୬  ହୋଇଥିବା ବେଳେ ଓଡ଼ିଶାରେ ତାହା ୨୩୫୩୩୦  ରହିଛି | ଏ ଯାବତ ଦେଶରେ ୫୧,୦୧,୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଓଡ଼ିଶାରେ ସୁସ୍ଥ ହେଲେଣି ୨୦୧୩୦୨  | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୪,୪୨୭  ରହିଥିବା ବେଳେ ଓଡ଼ିଶାରେ ସେହି ସଂଖ୍ୟା ୩୨୦୫୧ ରହିଛି |

 ଆଜି ରାଜ୍ୟରେ ଛୀହ୍ନଟ ହୋଇଥିବା ୨୬୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨୧ ଜଣ ସଂଗରୋଧରୁ ଓ ୧୦୯୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି |  ଗତକାଲି  ୪୧୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |  ରାଜ୍ୟରେ ଏଯାବତ  ୩୪୮୨୪୦୧ ଟି ନମୁନା ଯାଞ୍ଚ ହୋଇସାରିଲାଣି |

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ ଚିହ୍ନଟ ହୋଇଥିବା ଅନୁଗୁଳ ୧୧୫ , ବରଗଡ ୧୪୮,  ବଲାଙ୍ଗୀର ୧୦୯,  କଟକ ୧୩୬ , ଯାଜପୁର ୧୧୨, କେନ୍ଦ୍ରାପଡ଼ା ୧୩୨, କେନ୍ଦୁଝର ୧୦୭, ମୟୁରଭଞ୍ଜ ୧୦୧ , ସମ୍ବଲପୁର ୧୦୬  ଓ  ଷ୍ଟେଟ ପୂଲରୁ ୧୦୬  ଜଣ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି |

Covid-19 Report For 4th October

 

New Positives Cases: 2617

In quarantine: 1521

Local contacts: 1096

 

District Wise Cases

 

1. Angul: 115

2. Balasore: 79

3. Bargarh: 148

4. Bhadrak: 49

5. Balangir: 109

6. Boudh: 18

7. Cuttack: 136

8. Deogarh: 18

9. Dhenkanal: 74

10. Gajapati: 7

11. Ganjam: 43

12. Jagatsinghpur: 45

13. Jajpur: 112

14. Jharsuguda: 46

15. Kalahandi: 44

16. Kandhamal: 32

17. Kendrapada: 132

18. Keonjhar: 107

19. Khurda: 506

20. Koraput: 43

21. Malkangiri: 67

22. Mayurbhanj: 101

23. Nawarangpur: 59

24. Nayagarh: 38

25. Nuapada: 58

26. Puri: 79

27. Rayagada: 26

28. Sambalpur: 106

29. Sonepur: 23

30. Sundargarh: 91

31. State Pool: 106

New Recoveries: 4108

Cumulative Tested: 3482402

Positive: 235330

Recovered: 202302

Active Cases: 32051

0
0
0
s2sdefault